December 8, 2024

Odia Express

Leading Odia News Portal of Odisha

ଆଜିର ସବୁଠୁ ଭଲ ଜୋକ୍ସ : ସ୍ତ୍ରୀ ଠୁ ଚିନ୍ତିତ ବ୍ୟକ୍ତି ପଣ୍ତିତଙ୍କ ପାଖକୁ ଯାଇକରି ପଚାରେ : କଣ ଏହା ଜନ୍ମ ଜନ୍ମାନ୍ତର ସହ କଥା ? ତାପରେ ପଣ୍ଡିତ ଯାହା କହିଲେ ସ୍ଵାମୀ ଶୁଣିକି ଅଚେତ ହେଇଗଲେ..

କୁହନ୍ତି କି ହସ ହେଉଛି ସବୁଠାରୁ ଭଲ ବ୍ୟାୟାମ୍ ଯାହା ଏକ ଦମ୍ ସଠିକ୍ ଅଟେ , ଯେବେ ଆମେ ହସିଥାଉ ତେବେ ଆମ ଶରୀରରେ ରକ୍ତ ସଂଚାର ଭଲ ଭାବେ ହୋଇଥାଏ , ଏଥିରେ ଆମର ହୃଦୟର ଗତି ଭଲ ରହିଥାଏ , ଓ ଆମେ ସୁସ୍ଥ୍ୟ ରହିଥାଉ , କୁହାଯାଏ କି ସୁସ୍ଥ୍ୟ ରହିବାପାଇଁ ସବୁଠାରୁ ଭଲ ତରିକା ହେଲା ହସିବା ଓ ହସାଇବା , ଓ ନିଜକୁ ସୁସ୍ଥ୍ୟ ରଖିବା । ଆସନ୍ତୁ ସେହି ମଜାଦାର୍ ଚୁଟକୁଲା ସହ ଆରମ୍ଭ କରିବା ହସିବାର ମଜାଦାର୍ ଚୁଟକୁଲା ।

୧) ଗୋଟେ ଝିଅ ଡାକ୍ତରକୁ ମୋର ବୟସ ୨୦ ବର୍ଷ ଅଟେ,  ଓ ସ୍କ୍ରିନ୍ ବହୁତ ସଫ୍ଟ ଓ ସେନ୍ସିଟିଭ୍ ଅଟେ । ମୋର ରଙ୍ଗ ବି ବହୁତ ଗୋରା ଅଟେ , ମୁଁ ରାତିରେ ଏମିତି କଣ ଲଗାଈ ଶୋଇଯିବି , ଡାକ୍ତର- କବାଟ ସିଙ୍ଗୁଳି ।

୨) ଗୋଟେ ଝିଅ ଇଣ୍ଟରଭ୍ୟୁ ଦେବାକୁ ଗଲା , ଇଣ୍ଟରଭ୍ୟୁଅର୍ ପଚାରିଲା –କଣ କରୁଛନ୍ତି ଆପଣ ? ଝିଅ- ମୁଁ ପାଇଲଟ୍ ଅଛି , ଇଣ୍ଟରଭ୍ୟୁଅର୍- ବହୁତ ଆଦାର ସହ କଣ ଉଡାନ୍ତି ଆପଣ, ଝିଅ- ସ୍ୱାମୀଙ୍କ ପଇସା

୩) ଦୁଇଟି ମଶା ପାଠପଢୁଥିଲେ , ପ୍ରଥମ ମଶା- ମୁଁ ଆଗକୁ ଯାଇ ଡାକ୍ତର ହେବି, ଦ୍ୱିତୀୟ ମଶା-ମୁଁ ଆଗକୁ ଯାଇକରି ଇଞ୍ଜିନିୟର୍ ହେବି , ଏତିକିରେ ଆଣ୍ଟି ମୋର୍ଟିନ୍ ଜଳାଇଦେଲେ , ଦୁହେଁ ମଶା କହିଲେ- ବୁଢି, ସବୁ କ୍ୟାରିୟର ଖରାପ କରିଦେଲା ।

୪) ଶାଶୁ- କେତେ ଥର କହିଛି କି ବାହାର ଯିବ ତ ଟିକିଲି ଲଗାଇକରି ଯାଅ, ଆଧୁନିକ ବୋହୁ- କିନ୍ତୁ ଜିନ୍ସରେ ଟିକିଲି କିଏ ଲଗାଉଛି ?  ଶାଶୁ-ମୁଁ କେତେବେଳେ କହିଲି କି ଜିନ୍ସରେ ଲଗା ବୋଲି, ମଥାରେ ଲଗା ବୋଲି କହିଲି ।

୫) ସ୍ତ୍ରୀ- ହେଇଟି ଟିକେ ରୋଷେଇ ଘରୁ ଆଳୁ ଆଣିବ , ସ୍ୱାମୀ-ଏଠାରେ ତ କେଉଁଠି ଆଳୁ ଦେଖାଯାଉନି , ସ୍ତ୍ରୀ-ତୁମେ ପ୍ରକୃତରେ ଗୋଟେ ଗଧ, କାମଚୋର ଅଟ , ଗୋଟେ କାମବି ଭଲସେ କରିପାରୁନ , ମୋତେ ଜଣାଥିଲା କି ତୁମକୁ ମିଳିବ ନାହିଁ , ଏଥିପାଇଁ ପୁର୍ବରୁ ନେଇଆସିଥିଲି, ତାର ସ୍ୱାମୀର କିଛି ଭୁଲ୍ ଥିଲା ଯଦି କୁହ ?

୬) ଜଣେ ସ୍ତ୍ରୀ ସଜେଇ ହୋଇ ତାର ସ୍ୱାମୀକୁ କହିଲା ଜାନୁ କୁହ ଟିକେ ମୁଁ କେମିତି ଲାଗୁଛି, ସ୍ୱାମୀ- ଭଗବାନଙ୍କ ରାଣ, ତୁମେ ଏମିତି ଲାଗୁଛ ଇଚ୍ଛା ହେଉଛି ପାକିସ୍ଥାନରେ ପକାଇଆସିବି, ସ୍ତ୍ରୀ-କଣ ମତଲବ୍ ? ସ୍ୱାମୀ-ଆରେ ବମ୍ ଲାଗୁଛ , ବମ୍ /

୭) ମଦୁଆ- ଯଦି ମୋର୍ ହାତରେ ସରକାର ହୋଇଥାନ୍ତା, ତେବେ ମୁଁ ଦେଶର ଭାଗ୍ୟବଦଳାଇଦେଇଥାନ୍ତି , ମଦୁଆର ସ୍ତ୍ରୀ-ଆରେ ପ୍ରଥମେ ତୁମର ପାଇଜାମା ବଦଳାଇଦିଅ ସକାଳୁ ମୋର ସାଲୱାର୍ ପିନ୍ଧିକି ବୁଲୁଛ ସେତେବେଳରୁ ।

୮) ବାପା ପୁଅକୁ –ଗୋଟେ କାମ ବି ଠିକ୍ ସେ କରୁନୁ, ପୁଅ-ସରି ବାପା, ବାପା-କୁକୁର ଦେଖିଛୁ ତୁ ? ପୁଅ-ହଁ, ବାପା-ସେମିତି ଚେହେରା ତୋର, ପୁଅ- ମା ତ କାଲି କହୁଥିଲା , କି ତୁ ବାପାଙ୍କ ପରି ଦେଖାଯାଉଛୁ ।

୯) ସ୍ତ୍ରୀଠାରୁ ଚିନ୍ତିତ ସ୍ୱାମୀ-ଦିନେ ପଣ୍ତିତଜୀ ପାଖରେ ପହଞ୍ଚିଲା, କହିଲା- ଏଇ ଜନ୍ମ ଜନ୍ମର ସାଥି ବାଲି କଥା ସତ କଣ କି ? ପଣ୍ତିତଜୀ-ହଁ ଶତ ପ୍ରତିଶତ ସତ ! ସ୍ୱାମୀ-ମତଲବ ମୋତେ ଆଗାମୀ ଜନ୍ମରେ ଏହି ସ୍ତ୍ରୀ ମିଳିବ , ପଣ୍ତିତଜୀ-ହଁ ବିଲକୁଲ୍ ସ୍ୱାମୀ- ହେ ଭଗବାନ, ତାପରେ ମୋତେ ସେମିତି ଆତ୍ମହତ୍ୟା କରି ବି କିଛି ଫାଇଦା ନାହିଁ ।

Leave a Reply

Your email address will not be published. Required fields are marked *