ଆଜିର ସାଧାରଣ ଜ୍ଞାନ ପ୍ରଶ୍ନ – ଭାରତର କେଉଁ ରାଜ୍ୟକୁ ସର୍ବପ୍ରଥମେ ମୋୖସୁମୀ ଆସିଥାଏ ? ବୁଦ୍ଧିମାନ ଲୋକ ଉତ୍ତର ଦିୟନ୍ତୁ..
ନମସ୍କାର,ଆଜି ଆମେ ଏଠାରେ ଭାରତର ଜଳବାୟୁକୁ ନେଇ କେତେକ ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ବିଷୟରେ ଜାଣିବା।ଆଉ ଏହି ଜଳବାୟୁ ସମ୍ବନ୍ଧିତ ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ଆପଣ ମାନଙ୍କ ପାଇଁ ନିଶ୍ଚିତ ଭାବରେ ଶିକ୍ଷଣୀୟ ଯୋଗ୍ୟ ହେବ।ଏବେ ଚାଲନ୍ତୁ ଆରମ୍ଭ କରିବା ସେ ସାଧାରଣ ଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଉତ୍ତର ମାଳା।ତେବେ ଏହି ପ୍ରଶ୍ନ ଗୁଡିକ ନିଶ୍ଚୟ ଆପଣଙ୍କ ଜୀବନରେ କେଉଁ ଜାଗାରେ ଦରକାର ଆସିପାରେ |ଯଦି ଏପରି ପ୍ରଶ୍ନ ଉତ୍ତର ଭଲ ଲାଗୁଚି ତେବେ ନିଶ୍ଚୟ ସାଙ୍ଗ ମାନକ ସହ ସେୟାର କରିବେ
ଏବେ ଆମେ ଜାଣିବା ଏକ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୧:-ଭାରତର କେଉଁ ରାଜ୍ୟକୁ ସର୍ବପ୍ରଥମେ ମୋୖସୁମୀ ଆସିଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା କେରଳ।
ଏବେ ଆମେ ଜାଣିବା ଦୁଇ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୨:-କେଉଁ ମାସରେ ଦକ୍ଷିଣ ଭାରତରେ ସବୁଠାରୁ ଅଧିକ ତାପମାତ୍ରା ଥାଏ ବୋଲି ଜଣାଯାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଦକ୍ଷିଣ ଭାରତରେ।
ଏବେ ଆମେ ଜାଣିବା ତିନି ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୩:-ଭାରତର ଏମିତି କେଉଁ ସ୍ଥାନ ଅଛି ଯେଉଁଠାରେ ସବୁଠାରୁ କମ ବର୍ଷା ହୋଇଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଲେ।ଏହି ଲେ ସ୍ଥାନ କାଶ୍ମୀରର ଏକ ଅଞ୍ଚଳ ଓ ରାଜସ୍ତାନର ପଶ୍ଚିମାଞ୍ଚଳ ଅଟେ।ଯେଉଁ ସ୍ଥାନରେ ଓରାୟ ବାର୍ଷିକ ୫୦ ସେ.ମି ରୁ କମ ବର୍ଷାର ରେକର୍ଡ଼ କରାଯାଏ।ଯାହା ଦେଖିବାକୁ ଗଲେ ଭାରତର ସବୁଠାରୁ କମ ବର୍ଷାର ପରିମାଣ ଅଟେ।
ଏବେ ଆମେ ଜାଣିବା ଚତୁର୍ଥ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୪:-ଦେଶର ଉତ୍ତର-ପଶ୍ଚିମ ଅଞ୍ଚଳ ରେ ପ୍ରବାହିତ ହେଉଥିବା ସୁସ୍କ ଓ ଉତ୍ତପ୍ତ ପବନ କୁ କଣ କୁହନ୍ତି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଲୁ।ଏହା ପ୍ରାୟ ଖରାଦିନେ ପ୍ରବାହିତ ହୁଏ ଆଉ ଏହି ପବନ ଶୀତଳ ସ୍ଥାନରେ ଉତ୍ତପ୍ତ ଥାଏ।
ଏବେ ଆମେ ଜାଣିବା ପଞ୍ଚମ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୫:-ଭୁବନେଶ୍ୱରକୁ କେବେ ମୌସୁମୀ ଆସି ପହଁଞ୍ଚିଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ୧୦ ତାରିଖ ଓ ଜୁନ ମାସ ପାଖାପାଖି।
ଏବେ ଆମେ ଜାଣିବା ଛଅ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୬:-ଭାରତର କେଉଁ ସ୍ଥାନରେ ସବୁଠାରୁ ଅଧିକ ବର୍ଷା ହୋଇଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଚେରାପୁଞ୍ଜି ର ମାଓସିନରମ ଠାରେ ସବୁଠାରୁ ଅଧିକ ବର୍ଷାର ରେକର୍ଡ କରାଯାଏ।
ଏବେ ଆମେ ଜାଣିବା ସାତ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୭:-ଭାରତର କେଉଁ ରାଜ୍ୟର ପ୍ରାୟ କିଛି ସ୍ଥାନରେ ବାର୍ଷିକ ସର୍ବାଧିକ ୧୦୫୦ ସେ.ମି ବର୍ଷାର ରେକର୍ଡ କରାଯାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ମେଘାଳୟ।ତେବେ ସେ ଜାଗା ଗୁଡିକ ହେଉଛି ଖାସିର କିଛି ସ୍ଥାନ ଓ ଜୟନ୍ତିକା ପାହାଡ଼ରେ।ବାର୍ଷିକ ୫୦ ସେ.ମି ରୁ ଅଧିକ ବର୍ଷା ହେଉଥିବା ସ୍ଥାନ ଗୁଡିକ ହେଉଛି ଗୁଜୁରାଟ,ମହାରାଷ୍ଟ୍ର,ପଶ୍ଚିମ ମଧ୍ୟପ୍ରଦେଶ ଓ ରାଜସ୍ଥାନ।ବାର୍ଷିକ ୧୦୦ ସେ.ମି ରୁ ଉର୍ଦ୍ଧ ବର୍ଷାର ରେକର୍ଡ କରାଯାଉଥିବା ରାଜ୍ୟ ଗୁଡିକ ହେଉଛି ୱେଷ୍ଟର୍ଣ୍ଣ ଘାଟ,ଓଡିଶା,ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ।ବାର୍ଷିକ ୨୦୦ ସେ.ମି ରୁ ଅଧିକ ବର୍ଷା ହେଉଥିବା ସ୍ଥାନ ହେଉଛି ଆସାମ,ମେଘାଳୟ,ମିଜରାମ,ମଣିପୁର,ଅରୁଣାଞ୍ଚଳ ପ୍ରଦେଶ,ସିକିମ,ପଶ୍ଚିମବଙ୍ଗ ଓ ଥିରୁଅନନ୍ତ ପୁରମ ଠାରୁ ମୁମ୍ବାଇ।
ଏବେ ଆମେ ଜାଣିବା ଆଠ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୮:-ଭାରତର ସବୁଠାରୁ ସନ୍ତସନ୍ତିଆ ଓ ଓଦା ଜାଗା କେଉଁଠି ଅଛି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ମାଓସିଣ୍ଡ୍ରମ।ଯାହା ଚେରାପୁଞ୍ଜି ଓ ମେଘାଲୟ ରେ ଅବସ୍ଥିତ।
ଏବେ ଆମେ ଜାଣିବା ନଅ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୯:-ଭାରତର କେଉଁ। ରାଜ୍ୟରେ କାଳ ବୈଶାଖୀ ଯୋଗୁଁ ବର୍ଷା ହୋଇଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ପଶ୍ଚିମବଙ୍ଗ।
ଏବେ ଆମେ ଜାଣିବା ଦଶ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୦:-ମୌସୁମୀର ଅର୍ଥ କଣ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଋତୁଗତ,ବର୍ଷାକାଳୀନ ବା ଋତୁପରିବର୍ତ୍ତନର ସମୟ ହୋଇଥାଏ।