January 24, 2025

Odia Express

Leading Odia News Portal of Odisha

କେବଳ ଚୁଟକି ଭରା ହେଙ୍ଗୁକୁ ସାତ ଦିନ ପାଣିରେ ମିଶାଇ ପିଇଲେ ହେବ ଏମିତି ଚମତ୍କାର – ଦେଖିକରି ଚକିତ ହୋଇଯିବେ ଆପଣ…

ଏମିତି ହେଙ୍ଗୁର ବ୍ୟବହାର ଆପଣ ମସଲା ରୁପରେ କରିଥିବେ , କିନ୍ତୁ ବହୁତ କମ୍ ଲୋକ ଜାଣିଛନ୍ତି ଯାହାକି ହେଙ୍ଗୁ ଏମିତି ଏକ ଜିନିଷ ଅଟେ ଯାହା ଔଷଧ ରୁପରେ ବି କରାଯାଇଥାଏ ।  ହଁ ଆଜ୍ଞା, ଆଜି ଆମେ ଆପଣଙ୍କୁ ହେଙ୍ଗୁର କିଛି ଏମିତି ଫାଈଦା ବିଷୟରେ କହିବୁ ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ , ଆମେ ଆଶା କରୁଛୁ କି ଏହାର ଫାଈଦା ବିଷୟରେ ଜାଣିଲେ ଆପଣ ତାକୁ ବ୍ୟବହାର ନକରି ରହିପାରିବେ ନାହିଁ, ତେବେ ଆସନ୍ତୁ ଏହାର ଫାଇଦା ବିଷୟରେ ବିସ୍ତାରରେ କହିବୁ ।

୧) ଗର୍ଭନିରୋଧକ ଉପାୟ – ଜଣେଇଦେବୁ କି ହେଙ୍ଗୁ ପାଣିରେ ମିଶାଇକରି ପିଇଲେ ଗର୍ଭନିରୋଧକ ସମସ୍ୟା ଦୁର ହୋଇଯାଏ , ଏହି ପ୍ରକିୟା ପ୍ରାଚିନ ସମୟରୁ ଲୋକଙ୍କ ଦ୍ୱାରା ଆପଣା ନେଇଛନ୍ତି , ଏହା ଛଡା ପେଟ୍ ସଂବନ୍ଧିତ ବହୁତ ରୋଗର ଚିକିତ୍ସା କରିଥାଏ ।

୨) ପାଚନ ଶକ୍ତି ପାଇଁ- ଆପଣଙ୍କୁ ଜଣେଇଦେବୁ କି ସାତ ଦିନ ପର୍ଯ୍ୟନ୍ତ ଯଦି ହେଙ୍ଗୁର ପାଣିପିଇଲେ ଶରୀରର ପାଚନକ୍ରିୟା ମଜବୁତ୍ ହୋଇଥାଏ , କହିଦେବୁ କି ହେଙ୍ଗୁର ପାଣି ଶରୀରରେ ହେଉଥିବା ଏସିଡ୍ କୁ ଶେଷ କରିଦିଏ , ଓ ଏଥିରେ ଶରୀରରେ ପାଚନ କ୍ରିୟା ଭଲ ହୋଇଥାଏ ।

୩) ମାସିକ ଧର୍ମର ପୀଡା- ଜଣେଇଦେବୁ କି ଯେଉଁ ଝିଅଙ୍କର ଓ ମହିଳାଙ୍କର ମାସିକ ଧର୍ମ କିମ୍ବା ପିରିୟର୍ଡସ୍ ସମୟରେ ଅସହନିୟ ପୀଡା ହୋଇଥାଏ, ସେମାନେ ହେଙ୍ଗୁର ପାଣୀ ସେବନ କରିବା ଉଚିତ୍ , ଏଥିପାଇଁ ହେଙ୍ଗୁର ପାଣି ପିଇଲେ କଷ୍ଟରୁ ମୁକ୍ତି ଦେଇଥାଏ ।

୪) କିଡନୀ ପାଇଁ- କହିଦେବୁ କି ଯେଉଁ ଲୋକଙ୍କର୍ କିଡନୀ ଦୁର୍ବଳ ଅଛି ତାଙ୍କୁ ହେଙ୍ଗୁର ପାଣି ପିଇବା ଉଚିତ୍ , କାରଣ ଏହା କିଡନୀ ପାଇଁ ରାମବାଣ ଉପାୟ ଅଟେ,  ଏହା ଧୀରେ ଧୀରେ କିଡନୀକୁ ଖରାପ କରୁଥିବା ସଂକ୍ରମଣକୁ କାଟିଦିଏ, ଓ ମୁତ୍ର ମାର୍ଗ ଜରିଆରେ ଶରୀରରୁ ବାହାରିଯାଈଥାଏ ।

୫) ମଜବୁତ୍ ହାଡପାଇଁ – ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ହେଙ୍ଗୁର ପାଣି ପିଇଲେ ହାଡଗୁଡିକ ମଜବୁତ୍ ହୋଇଥାଏ , ହଁ ଆଜ୍ଞା, ଏହା ଶ୍ୱାସ ସଂବନ୍ଧି ରୋଗର ବି ଅନ୍ତ କରିଥାଏ, ସବୁଦିନ ହେଙ୍ଗୁର ପାଣି ପିଇଲେ ଶରୀରରେ ପାଣିର କମି ରୁହେ ନାହିଁ ।

୬) ଦାନ୍ତରେ ପୋକ ପାଈଁ- ଜଣେଇଦେବୁ କି କେଉଁ ବି ଦାନ୍ତରେ ପୋକ ଲାଗିଲେ ରାତିରେ ସବୁଦିନ ଶୋଇବା ପୁର୍ବରୁ ହାଲକା ନଖଉଷୁମ ପାଣିରେ ହେଙ୍ଗୁ ମିଶାଇ ତାହାକୁ ପିଇଲେ ଦାନ୍ତର ସମସ୍ୟା ଦୂର ହୋଇଯାଏ ।

୭)ଯାଦୁ କୁଣ୍ତିଆ ରୁ ଦେଇଥାଏ ମୁକ୍ତି- ଜଣେଇଦେବୁ କି ଆପଣଙ୍କ ଶରୀରେ କେଉଁଠି ଯାଦୁ କିମ୍ବା କୁଣ୍ତିଆ ଅଛି , ତେବେ ଏମିତିରେ ହେଙ୍ଗୁ ପାଣି ଆପଣଙ୍କୁ ଫାଈଦା ସିଦ୍ଧ ହେବ , ଏହାପାଈଁ ଆପଣ ହେଙ୍ଗୁକୁ ପାଣିରେ ମିଶାଇ କୁଣ୍ତିଆ ହେଉଥିବା ସ୍ଥାନରେ ଲଗାଇଲେ କାଛୁ କୁଣ୍ତିଆରୁ ଆଶ୍ୱସ୍ତି ଦେଇଥାଏ ।

ମନେ ରଖନ୍ତୁ ହେଙ୍ଗୁର ବ୍ୟବହାର ଆପଣ କେବଳ ଅଳ୍ପମାତ୍ର ହେଙ୍ଗୁର ବ୍ୟବହାର କରିବାର ଅଛି , ଅଧିକା ହେଙ୍ଗୁର ବ୍ୟବହାର କରନ୍ତୁ ନାହିଁ ।

ଏହା ଛଡା ଯଦି ହେଙ୍ଗୁର ପାଣିରେ ମହୁ ମିଶାଇଦିଆଯାଏ ତେବେ ଏହାର ଗୁଣବର୍ତ୍ତା ବଢିଯାଇଥାଏ ।

Leave a Reply

Your email address will not be published. Required fields are marked *