ଅନ୍ତ ରୁ ସବୁ ମଇଳାକୁ ସଫା କରି ବାହାର କରିଦେଇଥାଏ ଏହି ପ୍ରଭାବଶାଳୀ ପ୍ରକିୟା , ଆଜି ହିଁ ଜାଣିନିଅନ୍ତୁ ଏହା ବିଷୟରେ..
ଏହି କଥାରୁ ସମସ୍ତେ ସହମତ ହେବେ କି ପେଟ ଆମ ଶରୀରର ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ଭାଗ ଅଟେ ପେଟରେ ଯଦି କେଉଁ ପ୍ରକାରର ଅସୁବିଧା ଆସେ ତେବେ ସେଥିରୁ ଆମର ପୁରା ବଡି ସିଷ୍ଟମ୍ ଉପରେ ପ୍ରଭାବ ପକାଏ , ଆଜିକାଲି ପେଟ ଓ ଅନ୍ତ ସହ ଯୋଡି ହୋଇଥିବା ସମସ୍ୟା ସାଧାରଣ ହୋଇସାରିଛି, ଲୋକେ ଭୁଲ୍ ଲାଇଫ୍ ଷ୍ଟାଇଲ୍ ଖାଦ୍ୟପେୟ ସକାଶେ ଆସିବା ଦିନରୁ କେଉଁ ନା କେଉଁ ସମସ୍ୟାରେ ନିଶ୍ଚିତ ପଡନ୍ତି , ଆଜି ଆମେ ଆପଣଙ୍କୁ କିଛି ଏମିତି କାରଗର ଉପାୟ କହିବୁ ଯାହାକୁ ଆପଣାଇଲେ ଆପଣଙ୍କ ପେଟ ଓ ଅନ୍ତର ଜମା ହୋଇଥିବା ସବୁ ମଇଳା କିଛି ହିଁ ଦିନରେ ବାହାରିଯିବ , ଓ ତାହା ଦ୍ୱାରା ଆପଣ ଏକ ସୁଖୀ ଜୀବନ ଆଡକୁ ପାଦ ବଢାଇପାରିବେ , ତେବେ ଆସନ୍ତୁ ଜାଣିବା କେଉଁ ସେହି ପ୍ରକିୟା ।
ଆୟୁର୍ବେଦରେ କୁହାଯାଇଛି କି ମଣିଷ ଶରୀରରେ ହେଉଥିବା ନାନାଦି ରୋଗର ଜଡ ପେଟ ଓ ଅନ୍ତରୁ ହୋଇଥିବା ମଇଳା ସକାଶେ ହୋଇଥାଏ , ପେଟର ମଇଳା ଦୂର କରିବାପାଇଁ ଅନ୍ତର ସଫାସଫି କରିବା ସବୁଠାରୁ ଅଧିକା ଜରୁରୀ ହୋଇଥାଏ , ଏହି ପ୍ରକିୟାକୁ ଆପଣାଇକରି ନିଜ ପେଟ ଓ ଅନ୍ତର ମଇଳାକୁ ସଫା କରିପାରିବେ । ଅନ୍ତ ଆମର ପାଚନ ତନ୍ତ୍ରର ଏକ ମୁଖ୍ୟ ଭାଗ ଅଟେ ।ଯାହା ଆମ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରି ଶରୀରର ବହୁତ ରୋଗରୁ ବଞ୍ଚାଇଥାଏ , ଅନ୍ତରେ ଜମା ହୋଇଥିବା ମଇଳା ଦୁର କରିବାପାଇଁ ଆମେ ସବୁଦିନ କମ୍ ସେ କମ୍ ୮-୧୦ ଗିଲାସ ପାଣି ଅବଶ୍ୟ ପିଇଥାନ୍ତି , ପାଣି ଅନ୍ତର ସଫା କରିବାପାଇଁ ମେଡିସିନ୍ ପରି କାମ କଏ , ଓ ଶରୀରରୁ ଅଶୁଦ୍ଧିଗୁଡିକ ବାହାର କରି ଶରୀରକୁ ରୋଗମୁକ୍ତ କରିଥାଏ ।
ଶରୀରରୁ ମଇଳା ଦୁର କରିବାକୁ ହେଲେ ମହୁ ଏକ ରାମବାଣ ଚିକିତ୍ସା ଅଟେ , ସବୁଦିନ ନଖଉଷୁମ ପାଣିରେ ଏକ ଚାମଚ ମହୁ ମିଶାଇ ପିଇଲେ ଶରୀରରେ ବିଷାକ୍ତ ପଦାର୍ଥ ବାହାରିଯାଏ , ଓ ବଡିର ମେଟାବଲିଜିମ୍ ରେଟ୍ ବଢାଇଦିଏ, ଓ ଅନ୍ତର ମଇଳା ଦୁର କରିବାରେ ସବୁଠାରୁ ପ୍ରଭାବଶାଳୀ ପ୍ରମାଣିତ ହୋଇଥାଏ । ଅନ୍ତ ର ମଇଳା ଦୁର କରିବାକୁ ହେଲେ ସବୁଦିନ ସକାଳୁ ଏକ ସେଓର ଜୁସ୍ ସହ ୨ ଚାମଚ ଲେମ୍ବୁର ରସ ମିଶାଇକରି ପିଇପାରିବେ , ଏହା ଦ୍ୱାରା ଆପଣଙ୍କ ଶରୀରରୁ ବିଷାକ୍ତ ପଦାର୍ଥ ବାହାର ହୋଇଯିବ ତାହା ସହ ଆପଣଙ୍କ ଶରୀର ସୁସ୍ଥ୍ୟ ରହିବ , ଦିନର ଆରମ୍ଭ ଏକ ସେଓର୍ ଜୁସ୍ ସହ କରାଗଲେ , ନିଶ୍ଚିତ ଭାବେ ଅନ୍ତର୍ ସଫା ହୋଇଯାଏ , ଓ ଶରୀର ଏକ ଦମ୍ ସୁସ୍ଥ୍ୟ ରହିଥାଏ ।
ଶରୀରରେ ଜମା ହୋଇଥିବା ଟକ୍ସିନ୍ କୁ ବାହାର କରିବାପାଇଁ ସବୁଦିନ ସକାଳ ସମୟରେ ଏକ ଗିଲାସ ପାଣିରେ ଏକ ଚାମଚ ଆଲୋବେରା ଜୁସ୍ ମିଶାଇକରି ପିଇଲେ ବହୁତ ବଡ ଫାଇଦା ହୋଇଥାଏ , ଆଲୋବେରା ଜୁସ୍ ବଡିକୁ ହାଇଡ୍ରେଡ୍ କରିଥାଏ, ଯାହା ଶରୀରରେ ଫ୍ୟାଟ୍ କମ୍ କରିବାରେ ବି ସାହାଯ୍ୟ କରେ, ଏହି ଜୁସ୍ କୁ ପାଣିର ସହ ସକାଳୁ ପିଇଲେ ବ୍ୟକ୍ତି କେବେ କେଉଁ ପ୍ରକାରର ପେଟ କିମ୍ବା ଅନ୍ତ ସହ ଯୋଡି ହୋଇଥିବା ରୋଗ ଗ୍ରସ୍ତିତ ହୁଏ ନାହିଁ ।
ଏହା ଛଡା ଯଦି କେଉଁ ବ୍ୟକ୍ତି ସବୁବେଳେ ପେଟ କିମ୍ବା ଅନ୍ତ୍ ସହ ଯୋଡି ହୋଇଥିବା ସମସ୍ୟାରୁ ଗ୍ରସ୍ତିତ ଅଛି ତେବେ ତାଙ୍କୁ ଭୋଜନ ସହ ଦହିର ଉପଯୋଗ ଖାଦ୍ୟରେ ଦିଅନ୍ତୁ , ଦହି ଖାଇଲେ ପେଟ ଓ ଅନ୍ତ ପାଇଁ ଉତ୍ତମ ଭୋଜ୍ୟ ପଦାର୍ଥ ମାନାଯାଏ , ଏହାର ସେବନ ବ୍ୟକ୍ତିର ସବୁ ସମସ୍ୟାକୁ ସମାଧାନ କରିଦେବ