ଯଦି ଆପଣ ଖାଲି ପେଟରେ ଖାଆନ୍ତି ଅମୃତଭଣ୍ତା, ତେବେ କିଛି ହେବ ଯାହା ଆପଣ ଜାଣିଲେ ଚକିତ ହୋଇଯିବେ..

ଆଜିକାଲି କର୍ମବ୍ୟସ୍ତ ଜୀବନ ମଧ୍ୟରେ ଏହି ଦୁନିଆଁରେ ଲୋକେ ଠିକ୍ ପ୍ରକାରରେ ନିଜ ଖାଦ୍ୟ ପାନୀୟ ଦାୟିତ୍ୱ ନେଇପାରୁନାହାନ୍ତି , ଏମିତିରେ ନିଜକୁ ସୁସ୍ଥ୍ୟ ରଖିବାପାଇଁ ଜରୁରୀ ଅଟେ କି ନିଜ ଖାଦ୍ୟ ପେୟର ଦାୟିତ୍ୱ ରଖନ୍ତୁ , ସବୁଦିନ ସକାଳୁ ଉଠିକରି ଆପଣ ଖାଲି ପେଟରେ ପାଣି ପିଇଥାନ୍ତି , କିନ୍ତୁ ଆଜି ଆମେ ଆପଣଙ୍କୁ ଖାଲି ପେଟରେ ଅମୃତଭଣ୍ତା ଖାଇବାର ଫାଈଦା ବିଷୟରେ କହିବୁ , ଯାହାକୁ ଜାଣିଲେ ଆପଣ ଚକିତ ହୋଇଯିବେ , ଆସନ୍ତୁ କହିବୁ ଖାଲି ପେଟରେ ଅମୃତଭଣ୍ତା ଖାଇବାରେ କଣ ଆପଣଙ୍କ ଶରୀର ଉପରେ ପ୍ରଭାବ ପକାଇଥାଏ । ଆପଣଙ୍କୁ କହିଦେବୁ କି ଆପଣ ସକାଳୁ ଖାଲି ପେଟରେ ଅମୃତଭଣ୍ତା ଖାଉଛନ୍ତି ତେବେ ଏଥିରେ ଶରୀରରେ ଆପଣଙ୍କ ସବୁ ପୋଷକ ତତ୍ତ୍ୱ ପ୍ରାପ୍ତି ହୋଇଥାଏ
ଯେପରି ପ୍ରୋଟିନ୍ , ଫାଇବର୍, ପୋଟାସିୟମ୍, ଭିଟାମିନ୍ , ଓ ସବୁଦିନ ଖାଲି ପେଟରେ ଅମୃତଭଣ୍ତା ଖାଇକରି ଆପଣ ନିଜ ଶରୀରରେ ଏହି ସବୁ ପୋଷକ ତତ୍ତ୍ୱ ଭରପାଇ କରିପାରିବେ , ଓ ତେବେ ଏକ ସୁସ୍ଥ୍ୟ ଓ ରୋଗ ମୁକ୍ତ ଲାଇଫ୍ ଷ୍ଟାଇଲ୍ ମେନଟେଣ୍ଟ କରିବାରେ ସାହାଯ୍ୟ କରିଥାଏ । କହିଦେବୁ କି ଯଦି କେଉଁ ବ୍ୟକ୍ତିକୁ ପିଲିଆ ପରି ରୋଗ ହୋଇଛି , ତେବେ ସବୁଦିନ ଅମୃତଭଣ୍ତା କଞ୍ଚା ଖୁଆଇଲେ ସେ ଜଲଦି ଠିକ୍ ହୋଇଯିବେ , ପିଲିଆ ରୋଗୀଙ୍କ ପାଇଁ ଅମୃତଭଣ୍ତା ଖାଇବା ବହୁତ ଲାଭକାରୀ ହୋଇଥାଏ, ଏହି ରୋଗର ରୋଗୀଙ୍କୁ ଅମୃତଭଣ୍ତା ସିଝାଇକରି ସେଥିରେ କିଛି ଲୁଣ ମିଶାଇକରି ଖାଇପାରିବେ
ଏମିତି କରିଲେ ଜଲଦି ହିଁ ଏହି ରୋଗରୁ ମୁକ୍ତି ମିଳିପାରିବ । ଯଦି କେଉଁ ବ୍ୟକ୍ତି କବଜ୍ ସମସ୍ୟାରେ ପିଡିତ ଅଛନ୍ତି , ତେବେ ସକାଳ ସମୟରେ ଖାଲି ପେଟରେ ଅମୃତଭଣ୍ତାର ସେବନ କରନ୍ତୁ , ପାଚିଲା ଅମୃତଭଣ୍ତା କବଜ୍ ପରି ସମସ୍ୟାରୁ ମୁକ୍ତି ଦେଇଥାଏ , ଓ ପେଟ ସଫାକରିଥାଏ, ଓ ଯଦି ନିୟମିତ ରୁପରେ ଏହାର ସେବନ କରାଯାଏ , ତେବେ କବଜ୍ ପରି ସମସ୍ୟାରୁ ଜଲଦି ହିଁ ମୁକ୍ତି ମିଳିପାରିବ , ଓ ପେଟ ସଫା ରହିବ । ଅମୃତଭଣ୍ତାରେ ପ୍ରଚୁର ପରିମାଣରେ ଫାଇବର୍ ମିଳିଥାଏ, ଜାହା ଶରୀରରେ ମହଜୁଦ୍ କୋଲେଷ୍ଟ୍ରୋଲ୍ କୁ କଣ୍ଟ୍ରୋଲ୍ କରିଥାଏ, ଯଦି ନିୟମିତ ରୁପରେ ସକାଳୁ ଅମୃତଭଣ୍ତାର ସେବନ କରାଯାଏ , ତେବେ ଶରୀରରେ ମହଜୁଦ୍ କୋଲେଷ୍ଟ୍ରୋଲ୍ ମାତ୍ରାକୁ ନିୟନ୍ତ୍ରିତ କରି ପାରିବ , ଓ ବଢୁଥିବା କୋଲେଷ୍ଟ୍ରୋଲ୍ କୁ ବି ନିୟନ୍ତ୍ରିତ୍ କରିବ ।
ଆଜିକାଲି ପ୍ରାୟ ୮୦ ପ୍ରତିଶତ ଲୋକେ ମୋଟାପା ଯୋଗୂଁ ଚିନ୍ତିତ ଅଛନ୍ତି , ଅନିୟମିତ ଜୀବନଶୈଳୀ କାରଣରୁ ଓଜନ କମାଇବାରେ ସେମାନେ ବିଫଳ ହୋଇଯାଆନ୍ତି କିନ୍ତୁ ଯଦି ଆପଣ ସବୁଦିନ ଡେଲି ରୁଟୀନ୍ ରେ ଖାଲି ପେଟରେ ଅମୃତଭଣ୍ତାର ସେବନ କରିବେ , ତେବେ ମୋଟାପାର ସମସ୍ୟାରୁ ମୁକ୍ତି ପାଇବେ, ଓଜନ କମ କରିବା ଦ୍ୱାରା ଆପଣ ସୁସ୍ଥ୍ୟ ରହିବେ , ଏଥିପାଇଁ କିଛି ବି କରନ୍ତୁ ନାହିଁ, ଖାଲି ଏକ ସ୍ଲିମ୍ ଟ୍ରିମ୍ ବଡି ପାଇବାକୁ ହେଲେ, ସବୁଦିନ ଖାଲି ପେଟରେ ଅମୃତଭଣ୍ତା ସେବନ କରିଦିଅନ୍ତୁ