February 8, 2025

Odia Express

Leading Odia News Portal of Odisha

ଏହି ପ୍ରଭାବଶାଳୀ ଘରୋଇ ଉପାୟ ଦ୍ୱାରା କିଛି ହିଁ ମିନିଟ୍ ମଧ୍ୟରେ ଦୂର କରିଦେବ ଚେହେରାରୁ କଳାପଣ, ନିଜେ ଆପଣାଇ ଦେଖିନିଅନ୍ତୁ

ସୁନ୍ଦର ଚେହେରା ପାଇବା କିଏ ବା ନ ଚାହେଁ , କିନ୍ତୁ ଆଜିକାଲିର ଫାଷ୍ଟ ଫରୱାର୍ଡ ଜୀବନଶୈଳୀରେ ବହୁତ ସାରା ଲୋକଙ୍କୁ ବହୁତ କର୍ମ ବ୍ୟସ୍ତତାରେ ପକାଇଦେଇଛି, ସବୁଦିନ ଗୋଟିଏ ହିଁ ଜୀବନଶୈଳୀ ଫଲୋ କରି ବହୁତ ଲୋକଙ୍କୁ ସ୍କିନ୍ ସମସ୍ୟା ପାଇଁ ହଇରାଣ ହେବାକୁ ପଡୁଛି , ବହୁତ ଲୋକ ସୁନ୍ଦର ଚେହେରା ବି କଳାପଣ ର ଶିକାର ହୋଇଯାଆନ୍ତି , କିନ୍ତୁ ଆପଣଙ୍କୁ ଚିନ୍ତା କରିବାର ଦରକାର ନାହିଁ, ଆଜି ଆମେ ଆପଣଙ୍କୁ ଏମିତି ଏକ କାରଗର ଉପାୟ ନେଇକରି ଆସିଛୁ ଯାହାକୁ ଆପଣାଇବା ପରେ ଆପଣଙ୍କ ଚେହେରାର ସବୁ ଆଡେ କଳାପଣ କିଛି ହିଁ ମିନିଟ୍ ରୁ ଦୁର ହୋଇଯୀବ ,ତେବେ ଆସନ୍ତୁ ଜାଣିବା କଣ ସେହି ଘରୋଇ ଉପାୟ ।ଏମିତି ବହୁତ କାମ କାର୍ଯ୍ୟ କରୁଥିବା ଘରୋଇ ମହିଳାମାନେ ଅଛନ୍ତି ଯିଏ ନିଜ ଜୀବନରେ ବିଜି ହେବା କାରଣରୁ ନିଜ ସ୍କିନ୍ ଉପରେ ଧ୍ୟାନ ରଖିପାରୁନାହାନ୍ତି , ଏହାର ଫଳାଫଳ ଏହା କି ଗୋଟେ ବୟସରେ ପହଞ୍ଚିବାପରେ ସେ ବହୁତ ସ୍କିନ୍ ପ୍ରୋବ୍ଲେମ୍ ର ଶିକାର ହୋଇଯାଆନ୍ତି

ସ୍କିନ୍ ପ୍ରୋବ୍ଲେମ୍ ର ସବୁଠାରୁ ବଡ ପ୍ରୋବ୍ଲେମ୍ ହେଲା ଚେହେରାରେ କଳାପଣ , ଆପଣ ବହୁତ ମହିଳାଙ୍କୁ ଦେଖିଥିବେ କି ତାଙ୍କ ନାକର୍ ତଳ ପାର୍ଶ୍ୱରେ କିମ୍ବା ଓଠର ତଳ ଭାଗରେ କଳାପଣ ଆସିଯିବାର , ଯାହା ଦେଖିବାକୁ ବହୁତ୍ ଅସୁନ୍ଦର ଲାଗିଥାଏ,  ଏଥିରୁ ମୁକ୍ତି ପାଇବାକୁ ହେଲେ ମହିଳାମାନେ ବଜାରରୁ ମିଳୁଥିବା ମହଙ୍ଗା କସମେଟିକ୍ସ ପ୍ରଡକ୍ଟ ବ୍ୟବହାର କରିଥାନ୍ତି , କିନ୍ତୁ ସେଥିରୁ କିଛି ଖାସ୍ ଫାଇଦା ମିଳିପାରେ ନାହିଁ , ଆଜି ଆମେ ଆପଣଙ୍କୁ ଏକ ଘରୋଇ ଉପାୟ  କହିବାକୁ ଯାଊଛୁ, ଯାହାକୁ ଆପଣାଇ ବାପରେ ଆପଣଙ୍କ ଚେହେରାରେ ପଡୁଥିବା କଳାପଣ କିଚି ହିଁ ଦିନରେ ଦୁର ହୋଇଯିବ ।

ଏହି ଘରୋଇ ପ୍ରକିୟା ପାଇଁ ଆପଣଙ୍କୁ ଯେଉଁ ସାମଗ୍ରୀ ଦରକାର ତାହା ହେଲା ଘରେ ଥିବା ଜିନିଷ, ଏଥିରେ ଆପଣଙ୍କୁ ଦରକାର ଦୁଇ ଚାମଚ ଚାଉଳର ଅଟା, ଦୁଇ ଚାମଚ ଅଟା, ଏକ ବଡ ଚାମଚ ଦହି, ଓ ଅଧା ଟମାଟରର ରସ ଏହି ସବୁ ମିଶ୍ରଣକୁ ଏକ ଗିନାରେ ନେଇକରି ଭଲ ଭାବରେ ମିକ୍ସ କରିଦିଅନ୍ତୁ , ଓ ଚେହେରାରେ ପଡୀଥିବା କଳାଦାଗରେ ଲଗାଇଦିଅନ୍ତୁ, ଏହାକୁ ଚାହିଁଲେ ଆପଣ ପୁରା ଚେହେରାରେ ବି ଲଗାଇପାରିବେ , ଏହି ମିଶ୍ରଣକୁ ପ୍ରାୟ ୧୫ -୨୦ ମିନିଟ୍ ପର୍ଯ୍ୟନ୍ତ ଚେହେରାରେ ଲଗାଇ ଛାଡିଦିଅନ୍ତୁ

ଓ ଯେବେ ସୁଖିଯିବ ତେବେ ଚେହେରାକୁ ସଫା ପାଣିରେ ଧୋଇଦିଅନ୍ତୁ , ଏମିତି ଲଗାତାର ଗୋଟେ ସପ୍ତାହ କରିଲେ ଚେହେରାରେ ଚମକ ଆସିବ , ଓ ଚେହେରାରୁ ସବୁ କଳାପଣ ଦୁର ହୋଇଯିବ , ତେବେ ଆଉ ବିଳମ୍ବ କାହିଁକି ଆପଣ ଆଜିଠାରୁ ହିଁ ଆପଣାନ୍ତୁ ଏହି କାରଗର ଉପାୟ ଓ ନିଜ ଚେହେରାକୁ ଦିଅନ୍ତୁ ଏକ ଉଜ୍ଜଳ ଚମକଦାର ଚେହେରା।

Leave a Reply

Your email address will not be published. Required fields are marked *