January 23, 2025

Odia Express

Leading Odia News Portal of Odisha

କମ୍ୟୁଟରରୁ ବି ଅଧିକା ବେଗରେ ଚାଲିଥାଏ ଏହି ରାଶି ଲୋକଙ୍କର ଦିମାଗ୍, ଯଦି ଆପଣଙ୍କ ରାଶୀ ଅଛି ଏଥିରେ ସାମିଲ୍ ତେବେ ବହୁତ ଭାଗ୍ୟବାନ ଆପଣ

ଜ୍ୟୋତିଷ୍ୟଙ୍କ ଅନୁସାରେ ଆମର ରାଶିରେ ଗ୍ରହ ଆମର ଜୀବନରେ ଖାସ୍ ପ୍ରଭାବ ପକାଇଥାଏ , ଆମ ଲୋକଙ୍କ ଦିମାଗ୍ କିପରି ଅଛି, ଆମର ବୁଦ୍ଧିମତା, ଭାଗ୍ୟ ଆଦି ବି ଗ୍ରହରୁ ପ୍ରଭାବିତ ହୋଇଥାଏ , ଏହା ସହ ଆମର ଦିମାଗରେ ଆସୁଥିବା ବିଚାର, ଭାବନା ସବୁ ଗ୍ରହ ଦ୍ୱାରା ପ୍ରଭାବିତ ହୋଇଥାଏ , ଆପଣ ନଜର ପକାଇଥିବେ କି କିଛି ଲୋକ ବହୁତ ଚତୁର ହୋଇଥାନ୍ତି , ସବୁ ସମସ୍ୟାର ସମାଧାନ ବାହାର କରିନେବା,  ଅନ୍ୟଙ୍କ କଥା ତୁରନ୍ତ ବୁଝିଯିବା,  ଏହି ଗୁଣ କିଛି ଖାସ୍ ରାଶିର ଲୋକଙ୍କର୍ ହୋଇଥାଏ,  ତେବେ ଆଜି ଆମେ ଏହି ପୋଷ୍ଟ ଜରିଆରେ କହିବୁ କି ସେ କେଉଁ ରାଶି ଅଛନ୍ତି ଯାହାଙ୍କ ଦିମାଗ ଅନ୍ୟ ରାଶି ମୁକାବଲାରେ ଅଧିକା ବେଗ ହୋଇଥାଏ , ତେବେ ୧୨ ଟି ରାଶିରୁ ୫ ଟି ରାଶି ଏମିତି ଅଛନ୍ତି ଯିଏକି ବହୁତ ବୁଦ୍ଧିମାନ ଓ ବିଦ୍ୱାନ ବୋଲି ବୁଝାଯାଇପାରେ , ଯାହାଙ୍କ ଦିମାଗ ବହୁତ ଅଧିକା ବେଗ ହୋଇଥାଏ, ଯେଉଁ ବି ଲୋକ ଏହି ରାଶିର ହୋଇଥାନ୍ତି , ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି , ଓ ତାଙ୍କର କିଛି ଖାସ୍ ଗୁଣ ବି ରହିଥାଏ ।

୧)ବିଛା ରାଶି- ଜ୍ୟୋତିଷ୍ୟନୁସାରେ ବିଛା ରାଶିର ଜାତକ ଅଧିକା ବୁଦ୍ଧିମାନ ହୋଇଥାନ୍ତି , ତାଙ୍କର କିଛି ଖାସ୍ କଥା ନିଶ୍ଚିତ ଥାଏ,  ଯାହା ଭାବିବାର ଶକ୍ତି ଅନ୍ୟଙ୍କ ଅପେକ୍ଷା ଅଧିକା ପ୍ରଭାବଶାଳୀ ହୋଇଥାଏ ,ଏହି ରାଶିର ଲୋକେ ଅନ୍ୟଙ୍କ ଭାବିବା ଠାରୁ କିଛି ଅଲଗା ଭାବନାରେ ରଖନ୍ତି ଯାହା ସଂପୁର୍ଣ୍ଣ ଅଲଗା ହୋଇଥାଏ , ଏମାନେ ଟିକିଏ ଚାଲାକ୍ ହୋଇଥାନ୍ତି , ବିଛା ରାଶିର ଲୋକ ବିନା କହି ଅନ୍ୟଙ୍କ ମନ କଥା ବୁଝିପାରନ୍ତି ।

୨) ମେଷ ରାଶି-ବୁଦ୍ଧିମତାର ମାମଲାରେ ମେଷ ରାଶିର ଲୋକଙ୍କ ମନରେ କିଛି ଯୋଜନା ତାଙ୍କ ଦିମାଗରେ ଚାଲିଥାଏ , ଏହି ରାଶିର ଲୋକଙ୍କୁ ମାତ୍ ଦେବା ବହୁତ କଠିନ୍ ହୋଇଥାଏ , ଏହି ଲୋକ ସବୁବେଳେ ସତର୍କ ରୁହନ୍ତି ।

୩) ଧନୁ ରାଶି- ଏହି ରାଶିର ଜାତକ ବହୁତ ବୁଦ୍ଧିମାନ ଜଣାଯାଆନ୍ତି , ଏମାନଙ୍କ ଆଭାଷ ଶକ୍ତି ବହୁତ ଅଧିକା ହୋଇଥାଏ , ଏମାନଙ୍କ ଭାବନା ସକରାତ୍ମକ୍ ହୋଇଥାଏ , ଏମାନେ ସବୁ ସମସ୍ୟାର ସମାଧାନ୍ ବାହାର କରିଦିଅନ୍ତି , ଏହି ରାଶିର ଜାତକ ସହଜରେ ଅନ୍ୟଙ୍କ ମନର କଥା ବୁଝିପାରନ୍ତି , ଏହି ଲୋକଙ୍କ ସଠିକ୍ ଯୋଜନା ବନାଇଥାନ୍ତି , ଓ ସବୁ ସମୟରେ ଅନ୍ୟଙ୍କ ସାହାଯ୍ୟ କରିବାରେ ଆତୁର ହୋଇଥାନ୍ତି ।

୪) ସିଂହ ରାଶି- ସିଂହ ରାଶିର ଲୋକଙ୍କ ପାଖରେ ସବୁ ଚିନ୍ତାର ଏମିତି ସମାଧାନ ଥାଏ ଯାହା ବହୁତ ସରଳ ଓ ସଠିକ୍ ହୋଇଥାଏ , ଏହି ରାଶିର ଜାତକ ଦିମାଗ ବହୁତ ଶାନ୍ତ ହୋଇଥାଏ , ଶାସ୍ତ୍ରର ଅନୁସାରେ ଏହି ଲୋକ ବହୁତ ଉତ୍ତମ ବୁଝାମଣା ବ୍ୟକ୍ତିତ୍ୱ ହୋଇଥାନ୍ତି । ବଡ ବଡ ସମସ୍ୟାକୁ ସହଜରେ ସମାଧାନ କରିପାରନ୍ତି , ନିଜ ଦିମାଗ ବଳରେ ଏହି ଲୋକ ନିଜ ଅଲଗା ଲୋକଙ୍କର ଚିନ୍ତାକୁ ଦୁର କରିନେଇଥାନ୍ତି ।

୫) ବୃଷ ରାଶି- ଏହି ରାଶିର ଲୋକଙ୍କ ସ୍ୱଭାବରୁ ଗଂମ୍ଭିର ଓ ବହୁତ ବୁଦ୍ଧିମାନ ହୋଇଥାନ୍ତି , ଏହି ଲୋକ ବୁଦ୍ଧିମତାର ମାମଲାରେ ୫ ନମ୍ବର ସ୍ଥାନରେ ଆସନ୍ତି , ଏହି ରାଶିର ଲୋକେ ଅନ୍ୟଙ୍କ ଦିମାଗରେ କଣ ଚାଲୁଛି ତାହା ବୁଝିବାର କ୍ଷମତା ରଖନ୍ତି

Leave a Reply

Your email address will not be published. Required fields are marked *