September 12, 2024

Odia Express

Leading Odia News Portal of Odisha

ଯଦି ଆପଣଙ୍କ ଗଳାରେ କିଛି ଏହିପରି ଫୁଲୁଛି , ତେବେ ସଂମ୍ଭାଳିଯାଆନ୍ତୁ ହୋଇପାରେ କ୍ୟାନ୍ସର୍..

କ୍ୟାନ୍ସର ରୋଗର ଏକ ଖାସ୍ କଥା ଏହା କି ଏହାର ପତ୍ତା ପ୍ରଥମ ଷ୍ଟେଜ୍ ରୁ ଜଣାପଡେନି, ଓ ଯେବେ ଏହାର ପତ୍ତା ଲାଗିଥାଏ ତେବେ ବହୁତ ଡେରି ହୋଇଯାଏ, ଏମିତିରେ ଡାକ୍ତର ବହୁତଥର କହନ୍ତି କି କ୍ୟାନ୍ସରର ସଠିକ୍ ପତ୍ତା ଜଣାପଡିପାରେନାହିଁ ,ଏଥିପାଇଁ ସବୁଠାରୁ ଧ୍ୟାନ ଦେବା କଥା ଏହା କି ଆପଣ ନିଜ ଶରୀରରେ ହେଉଥିବା ପରିବର୍ତ୍ତନକୁ ଧ୍ୟାନ ଦିଅନ୍ତୁ । କ୍ୟାନ୍ସର କେଉଁ ବି ଅଙ୍ଗରେ ଖତରନାକ ହୋଇପାରେ ,ଏଥିପାଇଁ ଲୋକେ ଏହାର ନାଁ ଶୁଣିଲେ ଡରିଯାଆନ୍ତି , ଦୁନିଆଁ ସାରା ସବୁ ବର୍ଷ ଲକ୍ଷାଧିକ ଲୋକ କ୍ୟାନ୍ସରରେ ମରିଥାନ୍ତି, କିନ୍ତୁ ଏହି କଥା ସତ କି କ୍ୟାନ୍ସର ଏକ ନିଶ୍ଚିତ ସୀମାରୁ ଅଧିକା ବ୍ୟାପିଗଲେ ତେବେ ରୋଗୀ ବଞ୍ଚିବା ବହୁତ ମୁସକିଲ୍ ହୋଇଯାଏ , ଓ ବହୁତ ଖର୍ଚ୍ଚ ହୋଇଥାଏ , କିନ୍ତୁ ଯଦି ପ୍ରାରମ୍ଭିକ ସମୟରୁ ଏହାର ଲକ୍ଷଣକୁ ଚିହ୍ନିକରି ଏହାର ଚିକିତ୍ସା କରାଯାଏ , ତେବେ ଏହା ଅଙ୍ଗଗୁଡିକ କ୍ୟାନ୍ସର ସେଲ୍ସ ହେବା ଦ୍ୱାରା କ୍ଷତିରୁ ବଞ୍ଚାଇପାରିବେ । ଆଜି କାଲି ଜୀବନଶୈଳୀ ଓ ଖାଦ୍ୟପେୟ ଅଭ୍ୟାସ କାରଣରୁ କ୍ୟାନ୍ସରର ବିପଦ ବଢିବାକୁ ଯାଉଛି, ଏମିତି ଏକ କ୍ୟାନ୍ସର ଅଟେ , ଲିମ୍ପୋମା କ୍ୟାନ୍ସର, ଯାହା ଶରୀରରେ ଅଲଗା ଅଲଗା ଅଙ୍ଗକୁ ପ୍ରଭାବିତ କରିଥାଏ,  ଗଳାରେ ଲିମ୍ପୋମା କ୍ୟାନ୍ସର ବହୁତ ଖତରନାକ ଅଟେ,  ତେବେ ରୋଗୀଙ୍କ ଅଙ୍ଗରେ ପର୍ଯ୍ୟାପ୍ତ ଅକ୍ସିଜେନ୍ ପର୍ଯ୍ୟନ୍ତ ବିପଦର୍ ସଙ୍କେତ ଅଟେ, ଲମ୍ବା ସମୟରେ ଗଳାରେ ଗ୍ରନ୍ଥିରେ ଫୁଲିବା ଲିମ୍ପୋମା ହେବାର ବିପଦ ସଙ୍କେତ ହୋଇଥାଏ , ଲିମ୍ପୋମା ବହୁତଥର ଲିମ୍ପ ନୋଡସ୍ ରୁ ଆରମ୍ଭ ହୋଇଥାଏ, କିନ୍ତୁ ଏହା ପେଟ, ଅନ୍ତ, ତ୍ୱଚା କିମ୍ବା କେଉଁ ଅଙ୍ଗରୁ ବି ମିଳିପାରେ  ।

ଗଳା ଫୁଲିବା କାରଣ ବହୁତ ହୋଇପାରେ, ଗଳାରେ ସଂକ୍ରମଣ କାରଣରୁ ଗଳା ଫୁଲିବା, କର୍କଶ, ଓ ହାଲକା ପୀଡା ହୋଇପାରେ , ଏହା ଛଡା ଗଳାର ସଂବନ୍ଧିତ ରୋଗ ଯେପରି ଟନସିଲ୍, ଆଦିର୍ କାରଣ ଗଳାରେ ସମସ୍ୟା ହୋଇପାରେ , କିନ୍ତୁ ଯଦି ଗଳା ଫୁଲିବା ଓ କଷ୍ଟ ଲଗାତାର ଦୁଇ ସପ୍ତାହ ଯାଏଁ ରହିଥାଏ,  ଓ କଷ୍ଟ ସାମାନ୍ୟରୁ ଅଧିକା ହେଉଥାଏ, ତେବେ ତୁରନ୍ତ ଚିକିତ୍ସକଙ୍କୁ ସଂମ୍ପର୍କ କରିବା ଉଚିତ୍ , କାରଣ ଏହା ଗଳାରେ ଲିଫୋନିଆ କ୍ୟାନ୍ସରର ସଙ୍କେତ ହୋଇପାରେ । ମାନବ ଶରୀରରେ ଇମ୍ୟୁନୋ ସିଷ୍ଟମର କୋଶିକାକୁ ଲିଫୋକେଟ୍ସ ଓ ଯେଉଁ କୋଶିକାଗୁଡିକ କ୍ୟାନ୍ସରରୁ ଗ୍ରସିତ ହୋଇଥାଏ,  ତାହାକୁ ଲିଫୋମା କିମ୍ବା ଲିମ୍ପ କ୍ୟାନ୍ସର କହନ୍ତି

ଶରୀରରେ ପ୍ରାୟ ୩୫ ଅଲଗା ଅଲଗା ପ୍ରକାରର ଲିମ୍ପୋକେଟ୍ସ ହୋଇଥାଏ, ଓ ଏଥିରୁ ବହୁତଥର୍ କିଛି କୋଷିକା ଲିମ୍ପୋମା ଗ୍ରସିତ ହୋଇଯାଏ , କ୍ୟାନ୍ସର ଏହି କୋଶିକାକୁ ପ୍ରଭାବିତ୍ କରିଥାଏ, ଓ ଶରୀରରେ ଅନ୍ୟ ରୋଗ ପାଇଁ ପ୍ରତିରୋଧକ କ୍ଷମତା କମ୍ ହୋଇଯାଏ , ବ୍ଲଡ୍ କ୍ୟାନ୍ସର ସବୁଠାରୁ ଅଧିକା ହେଉଥିବା ପ୍ରକାର ଲିମ୍ପୋମା ଅଟେ,  ଏହା ପଶ୍ଚିମି ଦେଶରେ ଯୁବାଙ୍କ ସହ ଛୁଆଙ୍କୁ ବି ହୋଇଥାଏ । କ୍ୟାନ୍ସର ହେଉଥିବା ସ୍ଥିତି ଶରୀରରେ ରେଡ୍ ବ୍ଲଡ୍ ସେଲ୍ସ ଓ ହ୍ୱାଇଟ୍ ବ୍ଲଡ୍ ସେଲ୍ସ ବିନା କିଛି ଦରକାରିତାରେ ବଢିବାକୁ ଲାଗିଥାଏ , ଏହି କ୍ୟାନ୍ସର କୋଶିକା ଧୀରେ ଧୀରେ ଶରିରରେ ବ୍ୟାପିଥାଏ, ଓ ସୁସ୍ଥ୍ୟ କୋଶିକାରେ କାମରେ ବି ବାଧା ବନାଇଥାଏ , ଶରୀରରେ ଇମ୍ୟୁନୋ ସିଷ୍ଟମରେ ବହୁତ ଲିମ୍ପ ଗ୍ରନ୍ଥି କିମ୍ବା ନୋଡସ୍ ରୁ ମିଶିକରି ହୋଇଛି, ଏହି ନୋଡସ୍ କ୍ୟାନ୍ସର କୋଶିକାକୁ ଜନ୍ମ ଦେଇଥାଏ , ଏହା ଫଳସ୍ୱରୁପ କ୍ୟାନ୍ସର ଗଳାରେ ଅଲଗା ଭାଗରେ ବ୍ୟାପିଥାଏ ।

ନୋଡ୍ସ ଶରୀରର ଅଧିକାଂଶ ଭାଗରେ ମିଳିଥାଏ,  କିନ୍ତୁ ଗଳାରେ ଲିମ୍ପ କ୍ୟାନ୍ସର୍ ହେବା ଦ୍ୱାରା ଗୋଲାକାର ଆକୃତିରେ ଦେଖାଯାଏ , ଓ ଅନୁଭବ କରିପାରିବେ , ଯେବେ କେଉଁ ବ୍ୟକ୍ତି ଗଳାରେ କ୍ୟାନ୍ସର ହେବାର କାରଣରୁ ଲିମ୍ପ ନୋଡସ୍ ବଢିଥାଏ , ତେବେ ଏଥିରୁ ଗଳାର ଆକାର ବଢିଯାଏ । ଗଳାରେ ବଢିଥିବା ଅଲଗା ଦେଇଥାଏ , ଗଳାରେ ଏହି ବଢିଥିବା ଆକାର ଆରମ୍ଭରୁ କେଉଁ ପ୍ରକାର କଷ୍ଟହୁଏ ନାହିଁ, ବହୁତଥର ଗଳାରେ ବଢୁଥିବା ଆକାର ସହଜରେ ଜଣାପଡିପାରେ ନାହିଁ , ମାନେ ଗଳାରେ ଏହା ଆକାର ବଢିକରି ଆକାର ୩-୪ ସପ୍ତାହରେ ଅଧିକା ବଢିଲେ ଚିନ୍ତାର ବିଷୟ ହୋଇପାରେ , ଏମିତିରେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ଉଚିତ୍ ।

ଯଦି କେଉଁ ବ୍ୟକ୍ତିକୁ ଗଳାରେ ଲିମ୍ପ ନୋଡସ୍ କ୍ୟାନ୍ସରର୍ ଆରମ୍ଭ ହେଉଛି, ତେବେ ଏହା ହୋଇପାରେ କି ଏହା ବ୍ଲଡରେ ଜରିଆରେ ଶରିରର ଅନ୍ୟ ଅଙ୍ଗକୁ ବ୍ୟାପୁଛି, ଆରମ୍ଭରୁ ଏହାର ପ୍ରଭାବ ଗଳାରେ ଦେଖାଯାଏ , ଶରିରର ଅନ୍ୟ ଭାଗରେ ଯେବେ ବ୍ୟାପିଥାଏ , ତେବେ ପ୍ରଥମେ ଗଳାର ଆଖପାଖ ଅଙ୍ଗରେ ଏହାର ପ୍ରଭାବ ପକାଇଥାଏ, ଆଗକୁ ଆମେ କଥା ହେବା କି ଗଳାର ଲିମ୍ପ ନୋଡସ୍ କ୍ୟାନ୍ସରର ଲକ୍ଷଣ ବିଷୟରେ , ଯଦି ଆପଣଙ୍କ ଶରୀରରେ ଏଥିରୁ କିଛି ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ ।

୧) ଗଳା ଫୁଲିବା ଓ ଏକ ଗୋଲାକାର ଦେଖାଦେବା ।

୨) ଗଳାରେ ଲଗାତାର କର୍କଶ ହେବା କିମ୍ବା କାନର ଏକ ସାଇଡ୍ ରେ ପୀଡା ହେବା ,

୩) ବହୁତଥର ମୁହଁ କିମ୍ବା ଓଠ ବଧୀରା ହୋଇଯିବା ।

୪) ନାକ କିମ୍ବା ନକସିର ବ୍ଲକ୍ ହୋଇଯିବା ।

୫) ରୋଗୀର ମାଢିର ଉପର ଭାଗରେ ପୀଡା ହେବା ।

୬) କେଉଁ ଆବାଜ୍ ଶୁଣିଲେ ବ୍ୟସ୍ତ ହେବା କିମ୍ବା କାନ ଝିମିଝିମ୍ ହେବା ।

୭) କେଉଁ ଜିନିଷକୁ ଚୋବାଇଲେ ଓ ଗିଳିଲା ବେଲେ କଷ୍ଟ ଲାଗିବା

୮) ଚିକେନ୍ ପକ୍ସ ହେଲେ ବହୁତ ସପ୍ତାହ ଯାଏଁ ଠିକ୍ ନହେବା ।

Leave a Reply

Your email address will not be published. Required fields are marked *