ଯଦି ଆପଣଙ୍କ ନାଁ ଆରମ୍ଭ ହେଉଥାଏ C ଅକ୍ଷରରୁ , ତେବେ ଜାଣିନିଅନ୍ତୁ ଖାସ୍ କଥା..
କେଉଁ ବି ମଣିଷକୁ ଜାଣିବା ଓ ବୁଝିବା ପାଇଁ ସାକ୍ଷାତ କରିବା ଜରୁରୀ ହୋଇଥାଏ , କାରଣ କାହାକୁ ବିନା ଦେଖା କରି ଆମେ ତାହାର ବ୍ୟକ୍ତିତ୍ୱ ବିଷୟରେ ପତ୍ତା ଲଗାଇପାରିବା ନାହିଁ , କିନ୍ତୁ ଜ୍ୟୋତିଷ୍ୟଶାସ୍ତ୍ରର ଅନୁସାରେ ଆପଣ କେଉଁ ବି ବ୍ୟକ୍ତିର ନାଁର ପ୍ରଥମ ଅକ୍ଷର ତାର ସ୍ୱଭାବ ଓ ଲଭ୍ ଲାଇଫ୍ ବିଷୟରେ ଜାଣିପାରିବା , ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ କହିବୁ C ଅକ୍ଷର ବାଲା ଝିଅ ଙ୍କ ସ୍ୱଭାବ ବିଷୟରେ ଓ ପ୍ରେମର ମାମଲା ବିଷୟରେ । ଦେଖିବାକୁ ଭଲ ଓ ସ୍ମାର୍ଟ ଏହି ଅକ୍ଷରବାଲି ଝିଅ ପ୍ରେମର ମାମଲାରେ ଆଗୁଆ ରୁହନ୍ତି, କଥାରୁ ପାର୍ଟନର କିମ୍ବା ଲୋକଙ୍କୁ ନିଜ ଆଡକୁ ଧ୍ୟାନ ଆକର୍ଷୀତ କରନ୍ତି , ପ୍ରେମର ମାମଲାରେ ଏହି ଝିଅ ବହୁତ ଇମାନଦାରୀ ହୋଇଥାନ୍ତି , ଏହି କାରଣରୁ ଏମାନଙ୍କ ପାର୍ଟନର ସବୁବେଳେଏମାନଙ୍କ ସହ ଖୁସ୍ ରୁହନ୍ତି । ଏମାନେ ଯାହାକୁ ପସନ୍ଦ କରନ୍ତି , ତାଙ୍କର ବହୁତ ଘନିଷ୍ଠ ହୋଇଯାଆନ୍ତି , ପ୍ରେମର ମାମଲାରେ ଏମାନଙ୍କ ଏହି ଅଭ୍ୟାସ ହୋଇଥାଏ, ଯଦି ଏମାନଙ୍କୁ ନିଜ ହିସାବରେ କେଉଁ ପାର୍ଟନର ନି ମିଳେ ତେବେ ସେମାନେ ବିନା କୌଣସି ଚିନ୍ତାରେ ଏକେଲା ଜୀବନ ଅତିବାହିତ କରିପାରନ୍ତି ।
ଏହି ରାଶିର ଝିଅ ମୁଡି ହୋଇଥାନ୍ତି ନିଜ ମନର ମୁତାବିକ କାମ କରନ୍ତି ଯଦି ଏମାନଙ୍କ ମନରେ କିଛି କଥା ରହିଯାଏ ତେବେ ପୁରା କରି ଦମ୍ ନିଅନ୍ତି , ଯଦି ଏମାନଙ୍କ କେଉଁ କାମରେ ମନ ନଥିବ ତେବେ କେଉଁ ବି ହାଲତରେ ତାକୁ କରିବା ପସନ୍ଦ କରନ୍ତି ନାହିଁ , ସେ କାମ ସେମିତି ଯେତେ ଜରୁରୀ ହେଉଥାଉ ନା କାହିଁକି । ଏହି ନାଁର ଝିଅ କେଉଁ ବି କଥାକୁ ଅଧିକା ସମୟ ଠିକ୍ ରୁହନ୍ତି ନାହିଁ ,ଓ ନୁଆ ମାହୋଲ୍ ରେ ସହଜରେ ନିଜକୁ ବଦଳାଇପାରନ୍ତି ନାହିଁ , ନିଜ ଏହି ଅଭ୍ୟାସର କାରଣରୁ ଏମାନେ ନୁଆ ଜାଗା କିମ୍ବା କାମରେ ବହୁତ ଅସୁବିଧାର ସାମ୍ନା କରିଥାନ୍ତି । ଏହି ନାଁର ଝିଅମାନେ ରହସ୍ୟବାଦୀ ହୋଇଥାନ୍ତି , ଓ ଧିମା ଗତିରେ କାମ କରିବାକୁ ପସନ୍ଦ କରନ୍ତି , ଏମାନେ ପରିସ୍ଥିତି ଅନୁସାରେ ନିଜକୁ ମିଶାଇବା ଜାଣନ୍ତି , ଏମିତି ଝିଅ ବହୁରଙ୍ଗୀ କିମ୍ବା ଅନେକ ପ୍ରକାରର କାର୍ଯ୍ୟରେ ହାତ ପକାଇବାର ହୋଇଥାନ୍ତି , ସାହାସ ଏହି ଅକ୍ଷର ଝିଅଙ୍କ ମଧ୍ୟରେ ଥାଏ
ଏମାନେ ମହତ୍ତ୍ୱକାଂକ୍ଷୀ ଓ କିଛି ଗରମ ସ୍ୱଭାବର ହୋଇଥାନ୍ତି , ନିଜ ସ୍ୱଭାବର କାରଣରୁ ନିଜ କାର୍ଯ୍ୟକ୍ଷେତ୍ରରେ ଭଲ ପଦରେ ବସିବାର ଦେଖାଯାଆନ୍ତି , ଏମାନେ ବହୁତ ମିଳାମିଶା ପ୍ରବୃତିର ହୋଇଥାନ୍ତି , ଯେବେ କାହା ସହ ବନ୍ଧୁତା କରନ୍ତି , ତେବେ ତାଙ୍କ ସହ ଭଲରେ ମିଶିଯାଆନ୍ତି, ଓ ଅନ୍ୟଙ୍କୁ ଏହି ଗୁଣ ବହୁତ ଭଲ ଲାଗେ ଏମାନେ ଅନ୍ୟଙ୍କ ଭାବନା ବହୁତ ମାଇନା ରଖିଥାଏ , କାରଣ ଏମାନେ ନିଜକୁ ବହୁତ୍ ଭାବୁକ ମାନନ୍ତି , ଏହି ଅକ୍ଷର ଝିଅ ସବୁ କଥାରେ ସ୍ପଷ୍ଟ କହିଥାନ୍ତି , ଯଦି ଏମାନଙ୍କୁ କେଉଁ କଥା ଭଲ ଲାଗେ ନାହିଁ ତେବେ ସେ ତୁରନ୍ତ୍ କହିଦିଅନ୍ତି , କିନ୍ତୁ ନିଜର ଏହି ଅଭ୍ୟାସକାରଣରୁ ଜାଣିକରି ମନକୁ ଦୂଃଖ କରନ୍ତି ନାହିଁ ।
ସେମିତି ଏହି ଅକ୍ଷର ବାଲା ଝିଅ ଧୈର୍ଯ୍ୟଶାଳୀ ବି ହୋଇଥାନ୍ତି , କିନ୍ତୁ ଅନ୍ୟଙ୍କ କଥାରେ ଜଲଦି ବିଶ୍ୱାସ କରନ୍ତି ନାହିଁ, ଏମାନେ କେବଳ ନିଜ ମନର୍ କଥା ଶୁଣନ୍ତି , ଓ ଆଖିର କଥାରେ ଭରସା କରନ୍ତି , ଅନ୍ୟମାନେ ଏମାନଙ୍କ ଉପରେ କରାଯାଇଥିବା ଉପକାରକୁ ଜଲଦି ଭୁଲନ୍ତି ନାହିଁ । ଏମାନଙ୍କ ଏକ ଖାସିୟତ୍ ହୋଇଥାଏ କି ଏହି ଅକ୍ଷର ବାଲି ଝିଅଙ୍କୁ ଯଦି ରାଗ ଆସିଯାଏ ତେବେ ଏମାନେ ଅନ୍ୟଙ୍କ ସାମ୍ନାରେ ବିଲକୁଲ୍ ଜାହିର୍ ହେବାକୁ ଦିଅନ୍ତି ନାହିଁ , ବରଂ ମନରେ ମନ ଯୋଜନା ବନାନ୍ତି , ଏହି ନାଁର ଝିଅଙ୍କର୍ ଗୁଣରୁ ନୁହେଁ ପଇସାରେ ସଂପନ୍ନ ହୋଇଥାଏ , ଲକ୍ଷ୍ମୀଜୀ ଏମାନଙ୍କ ଉପରେ ଖାସ୍ ମେହେରବାନ୍ ହୋଇଥାନ୍ତି , କାମର ମାମଲାରେ ଭାଗ୍ୟ ଏମାନଙ୍କ ସାଥ୍ ଦେଇଥାଏ , ଓ ଏମାନଙ୍କ ଆଗରେ ବଢିବାରେ କେହି ଅଟକାଇପାରିବନାହିଁ ।