September 12, 2024

Odia Express

Leading Odia News Portal of Odisha

ଥଣ୍ତାର ଦିନରେ ଯଦି ଏହି କଥାକୁ ରଖିବେ ଧ୍ୟାନ ତେବେ କେବେ ବି ଫାଟିବ ନାହିଁ ଓଠ..

ଥଣ୍ତାର ଦିନ ଏବେ ଆରମ୍ଭ ହୋଇସାରିଛି, ଥଣ୍ତାର ଦିନରେ ଶରୀରକୁ ଖାସ୍ ଧ୍ୟାନ ଦେବାକୁ ହୋଇଥାଏ। ଏହି ମୌସୁମରେ ଥଣ୍ତା ପବନ ଓ ତ୍ୱଚା ରୁକ୍ଷ ହୋଇଯାଇଥାଏ,  ଏମିତିରେ ତ୍ୱଚାକୁ ସୁରକ୍ଷିତ କରିବାପାଇଁ ଆମେ ନାନାପ୍ରକାରର ଉପାୟ କରିଥାନ୍ତି , ଥଣ୍ତାର ମୌସୁମରେ ବହୁତ ଲୋକଙ୍କର ଓଠ ଫାଟିବା ଆରମ୍ଭ ହୋଇଯାଏ । ଏମିତିରେ ଏଥିରୁ ବଞ୍ଚିବାପାଇଁ ଲୋକ ନାନାପ୍ରକାରର ଉପାୟ କରିଥାନ୍ତି, ଏମିତିରେ ଆଜି ଆମେ ଆପଣଙ୍କୁ କିଛି ଏମିତି ଜରୁରୀ ଟିପ୍ସ ଦେଖିବାକୁ ଯାଉଛୁ ଯାହାର ସାହାଯ୍ୟରେ ଆପଣ ଏହି ସବୁ ଜିନିଷରୁ ବଞ୍ଚିପାରିବେ , ତେବେ ଆସନ୍ତୁ ଜାଣିବା କଣ ଅଟେ ଏହି ଘରୋଇ ଟିପ୍ସ, ଯାହାକି ଆମେ ଓଠ ଫାଟିବାରୁ ରକ୍ଷା ପାଇପାରିବା । ଓଠ ଫାଟିବାରୁ ରକ୍ଷା ପାଇବାକୁ ହେଲେ ଘରେ ନାନାଦି ଜିନିଷ ଉପଲ୍ଲବ୍ଧ ଅଛି, କିନ୍ତୁ ଏତେ ସବୁ ଥାଇ ବି ଆମେ ବଜାରକୁ ଯାଇଥାଉ, ଓ ପଇସା ଖର୍ଚ୍ଚ କରି ମହଙ୍ଗା କ୍ରିମ୍ ନେଇକରି ଆସୁ, କେବେ କେବେ ଏମିତି ଦେଖିବାକୁ ମିଳେ କି ମହଙ୍ଗା କ୍ରିମ୍ ଆମ ଓଠକୁ ନରମ କରେ ନାହିଁ , ଏମିତିରେ ଜରୁରୀ ପାଇଁ କ୍ରିମ୍ ନେବା ପୁର୍ବରୁ ଆପଣ ଘରେ ମହଜୁଦ୍ ସାମଗ୍ରୀ ରୁ ଫଟା ଓଠକୁ ନରମ କରିବାରେ ଚେଷ୍ଟା କରନ୍ତୁ ।

ଘରୋଇ ଟିପ୍ସ – ଫଟା ଓଠକୁ ନରମ କରିବାରେ ଦେଶୀ ଘିଅ ଓ ଲହୁଣି ବହୁତ ଲାଭକାରୀ ହୋଇଥାଏ,  ଥଣ୍ତାର୍ ମୌସୁମରେ ଦେଶୀ ଘିଅ କିମ୍ବା ଲହୁଣି ନେଇକରି ଆଙ୍ଗୁଠିରେ ଓଠକୁ ମସାଜ୍ କରନ୍ତୁ , ଏମିତି କିଛି ସମୟ ପର୍ଯ୍ୟନ୍ତ୍ କରିଲେ ଓଠ ଚିକଣା କରିଥାଏ, ଓ କେବେ ଏହା ଦ୍ୱାରା କିଛି ସାଇଡ୍ ଇଫେକ୍ଟ ହୋଇନଥାଏ । ଓଠ ଫାଟିବାପାଇଁ ଏହା ପଛରେଏକ କାରଣ ହୋଇପାରେ ଆପଣଙ୍କ ଶରୀରରେ ଏମିତି ପୋଷକ ତତ୍ତ୍ୱ କମି ହୋଇଥିଲେ,  ସେଥିପାଇଁ ଆପଣ ଖାଇବାରେ ପୋଷକ ତତ୍ତ୍ୱ ସାମିଲ୍ କରନ୍ତୁ ।

ଲିପ୍ ବାମ୍ ର କରନ୍ତୁ ଉପଯୋଗ – ଥଣ୍ତାର ମୌସୁମରେ ଯେଉଁ ଲୋକଙ୍କର ଓଠ ଫାଟେନାହିଁ , ସେମିତି ଏହା ଫାଟିବା ଆରମ୍ଭ ହୋଇଯାଏ , ଏମିତିରେ ଫଟା ଓଠକୁ ସଫ୍ଟ କରିବାରେ ଆଜିକାଲି ମାର୍କେଟ୍ ରେ ଶସ୍ତା ଏବଂ ଛୋଟ ଛୋଟ କ୍ରିମ୍ ଲିପ୍ ବାମ୍ ଆସିବାକୁ ଲାଗିଛନ୍ତି, ଯାହାକୁ ନେଇକରି ଆପଣ ସମୟ ସମୟରେ ନିଜ ଓଠକୁ ନରମ କରିପାରିବେ ।

ପାଣିର କରନ୍ତୁ ସେବନ- ଥଣ୍ତାର ଦିନରେ ଶୋଷ କମ୍ ଲାଗିଥାଏ, ଯେଉଁ ଲୋକ ପାଣିର ସେବନ କରୁନାହାନ୍ତି , ଯାହାର କାରଣରୁ ପାଣିର ଅଭାବ ଶରୀରରେ ହେବାକୁ ଲାଗିଥାଏ,  ଶରୀରରେ ପାଣିର କମି ଓ ଓଠ ଫାଟିବାର ପ୍ରମୁଖ କାରଣ ହୋଇପାରେ, ଏମିତିରେ ଓଠ ଫାଟିବାରୁ ବଞ୍ଚାଇବାପାଇଁ ପାଣିକୁ ପର୍ଯ୍ୟାପ୍ତ ମାତ୍ରା ସେବନ କରନ୍ତୁ । ଆପଣଙ୍କୁ କହିଦେବୁ କି ଅଧିକାଂଶ ଲୋକ ଯେବେ ଓଠ ରୁକ୍ଷ ହେବାକୁ ଲାଗେ ତେବେ ନିଜ ଜିଭ ମାଧ୍ୟମରେ ତାଙ୍କୁ ଚିକଣା କରିବାରେ ଚେଷ୍ଟା କରନ୍ତୁ  କିନ୍ତୁ ଏମିତି କରିବା ଉଚିତ୍ , ସୁଚନାରୁ ଜଣାଯାଏ କି ଏମିତି କରିଲେ ଓଠ ଅଧିକା ସୁଖିବା ଓ ରୁକ୍ଷ ହୋଇଯାଏ , କହିଦେବୁ ।

Leave a Reply

Your email address will not be published. Required fields are marked *