May 20, 2025

Odia Express

Leading Odia News Portal of Odisha

ଚିନା ବାଦାମକୁ ଦିନ ପର୍ଯ୍ୟନ୍ତ ପାଣିରେ ବୁଡାଇ ଖାଇବା ଦ୍ବାରା ଆମ ଶରୀର ପାଇଁ ଏତେ ଲାଭ ଦାୟକ ହୋଇଥାଏ ଏହା ଜାଣିଲେ ଆପଣ ବିଶ୍ୱାସ କରିପାରିବେନି

ବନ୍ଧୁଗଣ ଏକ ସର୍ଭେରୁ ଏହା ଜଣାଯାଇଛି କି ଆମ ଦେଶରେ ଯେଉଁ କ୍ଷୀର ଯେତେ କ୍ଷୀର ମିଳିଥାଏ ସେଥିରୁ ୮୦ ପ୍ରତିଶତ କ୍ଷୀର ରାସାୟନିକ ପ୍ରଣାଳୀରେ ପ୍ରସ୍ତୁତ କରାଯାଇଥାଏ ଏବଂ ସେହିଥିରେ ବହୁତ କିଛି ପଦାର୍ଥ ମିଶାଯାଇଥାଏ। ଏମିତି କି ଏହା ମଧ୍ୟ ଭାବିବାକୁ ପଡିଥାଏ ଏହି କ୍ଷୀରର ସେବନ କରିବା ଉଚିତ କି ନୁହେଁ କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏପର ଜିନିଷ ବିଷୟରେ କହିବୁ ଯେଉଁ ଥିର କ୍ଷୀର ଠୁ ବି ଅଧିକ ପ୍ରୋଟିନ ମିଳିଥାଏ ଏବଂ ଅଣ୍ଡା ଠୁ ବି ଅଧିକ ପ୍ରୋଟିନ ମିଳିଥାଏ।ତେବେ ବନ୍ଧୁଗଣ ଆମେ କହୁଛୁ ପାଣିରେ ବୁଡ଼ା ଯାଇଥିବା ଚୀନା ବାଦାମ କଥା।ଏହି ବାଦାମ ରେ ବହୁତ୍ ପରିମାଣରେ ପ୍ରୋଟିନ ମିଳିଥାଏ ଯାହାକି ଆମ ଶାରୀରିକ ବିକାଶ ପାଇଁ ବହୁତ ଜରୁରୀ ହୋଇଥାଏ।ଯଦି ଆପଣ କୌଣସି ପ୍ରକାରରେ କ୍ଷୀରକୁ ସେବନ କରି ପାରୁନାହାନ୍ତି ତାହେଲେ ଆପଣ ଏହାର ହିଁ ସେବନ କରନ୍ତୁ ଏହା ଏକ ବହୁତ ଭଲ ବିକଳ୍ପ ଅଟେ।

ଏହା ମଧ୍ୟ ରିସର୍ଚ୍ଚରୁ ଜଣା ଯାଇଛି କି କ୍ଷୀର ଏବଂ ଅଣ୍ଡା ଠୁ ବହୁତ୍ ଗୁଣ ଅଧିକ ପ୍ରୋଟିନ ଏହି ବାଦାମ ରେ ରହିଥାଏ। ଏହା ସହିତ ଏଥିରେ କ୍ୟାଲସିୟମ ଫସଫରସ, ଜିଂକ୍, ଫୋଲେଟ ଆଦି ପ୍ରଚୁର ପରିମାଣରେ ରହିଥାଏ।ଗୋଟେ ବାଦାମ ରେ ୪୨୬ କ୍ୟାଲୋରୀ , ୫ ଗ୍ରାମ ସ୍ୱେତସର , ୧୭ ଗ୍ରାମ ପ୍ରୋଟିନ ଆଦି ପ୍ରଚୁର ପରିମାଣ ରେ ରହିଥାଏ। ଏଥିରେ ମଧ୍ୟ ଭିଟାମିନ ବି , ଭିଟାମିନ ବି ୬ ଆଦି ରହିଥାଏ। ତେବେ ଆଜି ଆମେ ଆପଣଙ୍କୁ କହିବୁ କୁ ଏହାକୁ ସେବନ କରିବାର ଫାଇଦା ବିଷୟରେ ଯାହାକୁ ଜାଣିବା ପରେ ଆପଣ କାଲିଠୁ ଏହାର ସେବନ କରିବା ଆରମ୍ଭ କରିଦେବେ।

ପ୍ରଥମ କଥା ହେଲା ଏହା ଆମ ଶରୀରର କଲେ ଷ୍ଟରାଲକୁ ନିୟନ୍ତ୍ରଣରେ ରଖିଥାଏ।ଏହା ସହିତ ମଧ୍ୟ ଏହା ମଧୁମେହ ରୋଗକୁ ଭଲ କରିଥାଏ।ପାଣିରେ ବୁଡ଼ି ରହିଥିବା ବାଦାମ କୁ ସେବନ କରିବା ଦ୍ଵାରା ମଧ୍ୟ ମଧୁମେହ ରୋଗ ନିୟନ୍ତ୍ରଣରେ ରହିଥାଏ।ଏହାକୁ ସେବନ କରିବା ଦ୍ଵାରା ଆପଣଙ୍କ ପାଚନ ଶକ୍ତି ବଢ଼ିଥାଏ।ଯେଉଁ ମାନଙ୍କର ପେଟ ଗ୍ୟାସ ହେଉଥାଏ ସେମାନଙ୍କ ପାଇଁ ମଧ୍ୟ ଏହା ବହୁତ୍ ଭଲ ହୋଇଥାଏ।ଏଥିରେ ବହୁତ ପରିମାଣରେ ଫାଇବର ରହିଥାଏ।ଏହାକୁ ନିମିତ୍ତ ସେବନ କରିବା ଦ୍ଵାରା ପେଟ ଜନିତ ସମସ୍ୟା ଦୂର କରିଥାଏ।ଏହା ଗର୍ଭବତୀ ମହିଳା ମାନଙ୍କ ପାଇଁ ବହୁତ୍ ଲାଭ ଦାୟକ ହୋଇଥାଏ।ଏଥିରେ ଫୋଲିକ ଏସିଡ ରହିଥାଏ ଯାହାକି ଗର୍ଭ ସମୟରେ ଶିଶୁର ବିକାଶ ପାଇଁ ବହୁତ୍ ସହାୟକ ହୋଇଥାଏ।

ବନ୍ଧୁଗଣ ଏହା ଆମ ହୃତପିଣ୍ଡ ଜନିତ ସମସ୍ୟାକୁ ଦୂର କରିଥାଏ।ଏହା ଆମ ଚର୍ମ ପାଇଁ ବେଶ ଲାଭ ଦାୟକ ହୋଇଥାଏ।ଏଥିରେ ଥିବା ତତ୍ତ୍ଵ ଆମ ଶରୀରର ଚର୍ମ ପାଇଁ ବେଶ୍ ଭଲ ହୋଇଥାଏ ଯାହାକି ଆମ ଚର୍ମ କୁ ସୁସ୍ଥ ରଖିବା ସହ ସୁନ୍ଦର ମଧ୍ୟ କରିଥାଏ।ଏହାର ସେବନ କରିବା ଦ୍ୱାରା ଆମର ଆମ ସ୍ମରଣ ଶକ୍ତି ବଢ଼ିଥାଏ।ଏହା ଆମ ଆଖି ପାଇଁ ବହୁତ୍ ଭଲ ହୋଇଥାଏ ଏହାର ସେବନ କରିବା ଦ୍ଵାରା ଆମର ଆଖି ସୁସ୍ଥ ରହିଥାଏ।ଏହା ସହିତ ଏହାକୁ ଖାଇବା ଦ୍ଵାରା ମଧ୍ୟ କମଯୋରି ମଧ୍ୟ ଦୂର ହୋଇଥାଏ।ତେବେ ଆପଣ ମଧ୍ୟ ଏହାର ସେବନ କରିବା ଆରମ୍ଭ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *