ଧଳା ଚୁଟିକୁ କଳା କରିବା ପାଇଁ ବ୍ୟବହାର କରାଯାଉଥିବା ସବୁଠୁ ଭଲ ଘରୋଇ ଉପଚାର..

ଆପଣ ଯଦି ନିଜର ଚୁଟିରେ ଅଧିକ ପ୍ରକାରର ତେଲ ରବିବାର କରିବେ ତାହେଲେ ଆପଣଙ୍କ ଚୁଟି ବହୁତ ଜଲ୍ଦୀ ଧଳା ହୋଇଯାଇଥାଏ। ବନ୍ଧୁଗଣ ଆଜିକାଲି ଦେଖିବାକୁ ଗଲେ ଯେଉଁ ମାନଙ୍କ ବୟସ ବହୁତ୍ କମ ଏମତିକି ୯ ରୁ ୧୦ ବର୍ଷ ବୟସ ହୋଇଥିବ ସେମାନଙ୍କ ଚୁଟି ମଧ୍ୟ ଧଳା ହେବାକୁ ଲାଗୁଛି।ତେବେ ବନ୍ଧୁଗଣ ଯଦି ଏହା ବିଷୟରେ ଅଧିକ କଥା ଚିନ୍ତା କରିବା ତାହେଲେ ମଧ୍ୟ ଆପଣଙ୍କ ଚୁଟି ଧଳା ହେବାକୁ ଲାଗିଥାଏ।
ଚୁଟି କୌଣସି ବି କାରଣରୁ ଧଳା ହେଉ ନା କାହିଁକି ଆଜି ଆମେ ଆପଣଙ୍କୁ ଏକ ଏପରି ଉପାୟ ବିଷୟରେ କହିବୁ ଯାହାର ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଚୁଟି ମଧ୍ୟ କେବେ କିଛି ମଧ୍ୟରେ କଳା ହେବାକୁ ଲାଗିବା।ଆମେ ଆପଣଙ୍କ ପାଇଁ ଏପରି ଏକ ଆୟୁର୍ବେଦିକ ଉପାୟ ଆଣିଛୁଉ ଯାହାର ବ୍ୟବହାର ଆପଣଙ୍କୁ ଏକ ସପ୍ତାହ ରେ ଦୁଇ ଥର କରିବାକୁ ହେବ ଏବଂ ଆପଣ ଏହା ଦେଖିବେ କି ଆପଣଙ୍କ ଚୁଟି କେବଳ କିଛି ସପ୍ତାହ ପରେ ଧଳା ରୁ କଳା ହେଇଯିବ।
ବନ୍ଧୁଗଣ ଚୁଟି ଧଳା ହେବାକୁ ବହୁତ ପ୍ରକାରର ସମସ୍ୟା କୁ ଦେଖାଇଥାଏ। ଯେମିତି ଆମର ପେଟ ରେ କୌଣସି ପ୍ରକାରର ହେଲେ ମଧ୍ୟ ଏହା ଦ୍ଵାରା ଆମର ଚୁଟି ଧଳା ହେବାକୁ ଲାଗିଥାଏ। ସେଥିପାଇଁ ଯଦି ଆପଣଙ୍କ ପେଟ ଜନିତ କୌଣସି ପ୍ରକାରର ସମସ୍ୟା ଅଛି ତାହେଲେ ଆପଣଙ୍କ ଯଥା ଶୀଘ୍ର ଡକ୍ଟର ଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇ ନିଜ ପେଟ କୁ ଠିକ୍ କରାନ୍ତୁ।
ଏହା ମଧ୍ୟ କୁହାଯାଏ କି ଆମ ପେଟ ରେ କୌଣସି ପ୍ରକାରର ସମସ୍ୟା ହେଲେ ତାହା ସବୁ ରୋଗ ବେମାରୀ ର କାରଣ ହୋଇଥାଏ। ବନ୍ଧୁଗଣ ଏହି ଉପାୟ ଟି ପାଇଁ ଆପଣଙ୍କୁ ସର୍ବ ପ୍ରଥମେ ଦରକାର ହେବ ଗବ ଗଛ ର ତେଲ। ଏହି ତେଲ ଆପଣଙ୍କୁ ବଜାରରେ ଅତି ସହଜରେ ଅତି ସୁଲଭ ମୂଲ୍ୟରେ ମିଲିଯାଇଥାଏ।ତେବେ ଏହି ଉପାୟ ଟି କୁ ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ ନିଅନ୍ତୁ ଏକ ଚାମଚ୍ ର ଗଵ ତେଲ।
ବନ୍ଧୁଗଣ ଏହା ପରେ ଆପଣଙ୍କୁ ଦରକାର ହେବ ସୋରିଷ ତେଲ।ସୋରିଷ ତେଲରେ ଜିଙ୍କ୍, ମଗ୍ନେଶିଅମ୍ ,ସେଲେନୀୟମ।ଏହି ତେଲ କୁ ଆମର ଚୁଟି କୁ ମିନେରାଲ ପ୍ରଦାନ କରିଥାଏ।ଯେଉଁ କାରଣରୁ ଆମର ଚୁଟି ଧଳା ବି ହୋଇନଥାଏ କି ଆମର ଚୁଟି ମଧ୍ୟ ଝଡି ନଥାଏ।ପୁରୁଣା ସମୟରେ ଲୋକ ମାନେ କେବଳ ଏହି ସୋରିଷ ତେଲକୁ ନିଜର ଚୁଟି ଲଗାଉଥିଲେ ଏବଂ ସେମାନଙ୍କ ଚୁଟି ମଧ୍ୟ ବୁଢ଼ା ହେବା ପର୍ଯ୍ୟନ୍ତ ଧଳା ହୋଇନଥାଏ ଏବଂ ଝଡୁନଥିଲା।
ସେଥିପାଇଁ ଯଦି ଆପଣଙ୍କୁ ଶୁଦ୍ଧ ସୋରିଷ ତେଲ ମିଳେ ତାହାର ଆଣି ନିଜର ଚୁଟି ପାଇଁ ବ୍ୟବହାର କରନ୍ତୁ।ଯଦି ଆପଣ ଏକ ଚାମଚ ର ଗବ ତେଲ ନେଇଛନ୍ତି ତାହେଲେ ଦୁଇ ଚାମଚର ସୋରିଷ ତେଲ ନେଇ ତାହାକୁ ଏହ ପାତ୍ରରେ ରଖି ତାହାକୁ ୩୦ ମିନିଟ୍ ପର୍ଯ୍ୟନ୍ତ ଖରାରେ ରଖି ଟିକେ ଗରମ ଟିକେ ଗରମ ହୋଇଯିବ ସେତେବେଳେ ସେହି ତେଲ କୁ ନେଇ ନିଜର ଚୁଟି ରେ ଲଗାଇ ଦିଅନ୍ତୁ।ସପ୍ତାହ କୁ ଆପଣ ଏହିପରି ଦୁଇ ଥର କରିବା ଦ୍ଵାରା ଆପଣଙ୍କ ଚୁଟି ଧଳା ରୁ କଳା ହୋଇଯିବ।