ଫିଟିକୀରି ର ଏହି ପ୍ରାଚୀନ ଉପାୟ ଋଣ ଓ ଚିନ୍ତାରୁ ମୁକ୍ତି ପ୍ରଦାନ କରିବ – ଗୋଟିଏ ଥର ଆପଣେଇ ଦେଖନ୍ତୁ..

ସାଙ୍ଗ ମାନେ ସିନ୍ଧା ନାମକ ଫିଟିକିରୀ ଏକ ପଥରରୁ ମିଳିଥାଏ।ପ୍ରାଚୀନ କାଳରୁ ଏହାର ବ୍ୟବହାର ଔଷଧି ରୂପେ କରାଯାଇଛି।ଯଦି ଏହାର ଠିକ୍ ବ୍ୟବହାର କରାଯାଏ ତ ଇଏ ଆପଣଙ୍କ ଶରୀରର ଅନେକ ସମସ୍ୟାକୁ ବି ଦୂର କରିଦେବ।ହିନ୍ଦୁ ଦସ୍ତାବିଜ ରେ ବହୁତ୍ ଗୁଡ଼ିଏ ଉପାୟ ଫିଟିକୀରି ବିଷୟରେ ଅଛି ଯାହା ଆମ ଜୀବନକୁ ଆହୁରି ସରଳ ବନାଇଥାଏ।ଏହା ସମ୍ବନ୍ଧିତ କିଛି ଭଲ ଲାଭଦାୟକ ଉପାୟ ଜ୍ୟୋତିଷ ଶାସ୍ତ୍ର ରେ ବର୍ଣ୍ଣନା କରାଯାଇଛି। ତ ଆସନ୍ତୁ ଜାଣିବା ଏମିତି କିଛି ଉପାୟ ବିଷୟରେ।ଯଦି ଆପଣଙ୍କ ଘର ଜଙ୍ଗଲରେ ଅଛି ଅଥବା କୌଣସି ଏକାନ୍ତ ଜାଗାରେ ଅଛି ତ ନିହାତି ଆପଣଙ୍କ ଘରେ ନକରାତ୍ମକ ଶକ୍ତିର ବାସ ଥିବ।ଘରେ ସକାରାତ୍ମକ ଶକ୍ତି ଆସିବା ପାଇଁ ଏକ ପାତ୍ରରେ କିଛି ଫିଟି କିରି ନେଇ ତାକୁ ଝରକା ବା କବାଟ ପାଖରେ ରଖି ଦିଅନ୍ତୁ।ଏବଂ ପ୍ରତି ମାସରେ ନିୟମ ଅନୁସାରେ ଏହାକୁ ବଦଳାଇବେ।ଏପରି କରିବା ଦ୍ବାରା ସେଠାରେ ଥିବା ନକରାତ୍ମକ ଶକ୍ତି ମାନଙ୍କ ଠାରୁ ମୁକ୍ତି ମିଳିଥାଏ।
ଘରୁ ନକରାତ୍ମକ ଶକ୍ତି ଦୂର କରିବା ପାଇଁ ଆପଣ ଏକ ଅନ୍ୟ ଉପାୟ ମଧ୍ୟ କରିପାରିବେ।ଆପଣ ଆପଣଙ୍କ ବାଥ୍ ରୁମ୍ ରେ ଏକ ପାତ୍ରରେ କିଛି ଫିଟିକିରୀ ରଖନ୍ତୁ ଓ ପ୍ରତି ମାସରେ ଏହାକୁ ବଦଳାନ୍ତୁ। ମନାଯାଏ କି ଫିଟିକିରି ଏହି ନକରାତ୍ମକ ଶକ୍ତିକୁ ନିଜ ଭିତରକୁ ଟାଣି ନେଇଥାଏ।
ବ୍ୟାପାରରେ ବୃଦ୍ଧି ପାଇଁ ଆପଣ ଯେଉଁ ଠାରେ କାମ କରୁଛନ୍ତି ସେଠାରେ ଏକ କଳା କପଡ଼ାରେ କିଛି ଫିଟିକରି ବାନ୍ଧି ରଖି ଦିଅନ୍ତୁ।ଏପରି କରିବା ଦ୍ବାରା ଆପଣଙ୍କ ବ୍ୟାପାରରେ ବହୁତ୍ ବୃଦ୍ଧି ହୋଇଥାଏ।
ରାତିରେ ଶୋଇବା ସମୟରେ ଦାନ୍ତ ଫିଟିକିରୀ ରେ ସଫା କରନ୍ତୁ।ଏହି ଉପାୟ ନିୟମିତ କରିବା ଦ୍ଵାରା ଆପଣକୁ ଲାଭ ନିଶ୍ଚୟ ହେବ।ଆପଣ ଫିଟିକିରି ପାଣିରେ ଗାଧୋଇ ମଧ୍ୟ ପାରିବେ।ଏହା ଶୁକ୍ରକୁ ବଢାଇ ଥାଏ।
ଆପଣ ଯେ କୌଣସି ପ୍ରଫେସନ ସହିତ ଯୋଡି ହୋଇଥାନ୍ତୁ ନା କାହିଁକି ସେଥିରେ ସଫଳତା ପାଇବା ପାଇଁ ଆପଣଙ୍କୁ ଚାରି ଟୁକୁଡା ଫିଟିକିରୀ, ଛଅଟା ନୀଳ ଫୁଲ,ଏକ ଅଣ୍ଟାରେ ବାନ୍ଧିବା ବାଲା ବେଲ୍ଟ ନବମୀ ଦିନ ଆପଣଙ୍କ ପୂଜ୍ୟ ଦେବୀଙ୍କୁ ଚଢ଼ାଇବେ।ଏହାପରେ ଦଶମୀ ଦିନ ଏହି ଵେଲ୍ଟ ଏକ କନ୍ୟା କୁ ଦେଇଦେବେ ଓ ନୀଳ ଫୁଲ ପାଣିରେ ଭସାଇ ଦେବେ।ଫିଟିକିରି କୁ ସମ୍ଭାଳି ରଖିବେ। ଇଣ୍ଟର୍ଭୁ ପାଇଁ ଯାଉଥିଲେ ଏହି ଫିଟିକିରୀ ସର୍ବଦା ନିଜ ପାଖରେ ରଖିବେ।
ଋଣ ରୁ ମୁକ୍ତି ପାଇବାକୁ ଚାହୁଁଥିଲେ କୌଣସି ପାନ ପତ୍ରରେ ଏକ ଛୋଟ ଫିଟିକିରୀ ଓ ସିନ୍ଦୂର ଲାଗିକରି ବୁଧବାର ଦିନ ସକାଳେ ଓ ସନ୍ଧ୍ୟାରେ ଅଶ୍ୱତ୍ଥ ବୃକ୍ଷ ତଳେ ପୋତି ଦେବେ।ଲଗାତାର ତିନୋଟି ବୁଧବାର ଆଜି କାର୍ଯ୍ୟ କରିବା ଦ୍ୱାରା ଆପଣକୁ ଅବଶ୍ୟ ଲାଭ ପ୍ରାପ୍ତି ହେବ।