March 21, 2025

Odia Express

Leading Odia News Portal of Odisha

ନିଜର ଦାନ୍ତକୁ ଘରେ ମାତ୍ର ତିନି ଦିନରେ କିପରି ଧଳା କରିବେ ଚମତ୍କାର ଉପାୟ – ଏହା ପୂର୍ବରୁ ଏହି କଥା ଆପଣଙ୍କୁ କେହି କହି ନଥିବେ..

ଆମେ ଆଜି ଆପଣଙ୍କ ପାଇଁ ନୂଆ ତଥା ସୁନ୍ଦର ଉପାୟ ନେଇକି ଆସିଛୁ।ଯାହା ବହୁତ ଭଲ ଏବଂ ଲାଭକାରୀ ହେବ ଯଦି ଆପଣ ଏହାକୁ ଠିକ ଭାବରେ ଆପ୍ଲାଏ କରିବାରେ ସମର୍ଥ ହେବେ।ତେବେ ଡେରି ନ କରି ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ।ଆମ ପାଇଁ ଦାନ୍ତର ହଳଦିଆ ପଣ ଏକ ବହୁତ ବଡ଼ ଦୁଶ୍ଚିନ୍ତା ହେଇଥାଏ।ଆମେ ଏଥିରୁ ମୁକ୍ତ ହେବା ପାଇଁ କେତେ କଣ ଉପାୟ କରିଥାଉ ତଥା ବହୁତ ପଇସା ମଧ୍ୟ ଖର୍ଚ୍ଚ କରିଥାଉ। ଦାନ୍ତର ହଳଦିଆ ପଣ ଆମ ମୁହଁର ସୌନ୍ଦର୍ଯ୍ୟକୁ ଖରାପ କରିଥାଏ ଆଉ ଆମକୁ ଲଜ୍ଜା ଅନୁଭବ ହୁଏ।ଆମେ ଏତେ ଟଙ୍କା ଖର୍ଚ୍ଚ କରି ମହଙ୍ଗା କସମେଟିକସ କିଣି ବ୍ୟବହାର କରିବା ପରେ ବି ଆମକୁ ଉଚିତ ତଥା ଅନୁରୂପୀ ଫଳାଫଳ ମିଳି ନଥାଏ।ତ ଆଜି ଆମର ଏହି ଉପାୟ ସମ୍ପୂର୍ଣ ପ୍ରାକୃତିକ ହେବାର ଅଛି ଆଉ ଆମେ ଆପଣଙ୍କ ପାଖରେ ଦୁଇଟି ଉପାୟ କହିବାକୁ ଯାଉଛୁ ଯାହା କି ବହୁତ କମ ଖର୍ଚ୍ଚରେ ତଥା କମ ସମୟରର ଆଉ ସହଜରେ ଆପଣଙ୍କ ଦାନ୍ତର ଧଳାପଣ ଫେରେଇ ଆଣିବ।

୧:- ହଳଦୀ ତଥା ଲୁଣ ଦ୍ୱାରା ଦାନ୍ତ ସଫା:- ଏହି ଉପାୟ କରିବା ପାଇଁ ଆପଣଙ୍କୁ ଦୁଇଟି ଜିନିଷର ଆବଶ୍ୟକତା ଅଛି। ଏହା ଆମକୁ ଆମ ରୋଷେଇ ଘରେ ବହୁତ ସହଜରେ ମିଳି ଯାଇ ପାରିବ ବୋଲି ଜଣା ଯାଉଛି।ଏହା ଆମର ବଗୁଟ ଦରକାରୀ ଅଟେ।ସବୁଦିନ ପ୍ରାୟତଃ ଏହାର ବ୍ୟବହାର ହୋଇଥାଏ।ହଳଦୀ ଆମ ଦୈନନ୍ଦିନ ଜୀବନର ଏକ ବହୁତ ଦରକାରୀ ଖାଦ୍ୟ ପଦାର୍ଥ ଅଟେ ଆଉ ଲୁଣ ଏକ ଅତ୍ୟାବଶ୍ୟକୀୟ ଖାଦ୍ୟ ପଦାର୍ଥ ଅଟେ।ମାତ୍ର ଏହାର ଅନ୍ୟ ବ୍ୟବହାର ବି ଅଛି।ଆପଣ ଏକ ପାତ୍ରରେ ଗୋଟେ ଚାମଚ ହଳଦୀ ଆଉ ଗୋଟେ ଚାମଚ ଲୁଣ ଆଣନ୍ତୁ ଆଉ ତାକୁ ଆପଣ ଭଲ ଭାବରେ ମିଶାନ୍ତୁ।ଏହା ପରେ ଆପଣ ନିଜର ଟୁଥ ବ୍ରସ ଆଣି ସେଥିରେ ଦୁଇଥର ଦାବି ଦିଅନ୍ତୁ ଆଉ ଯାହା ବି ମିଶ୍ରଣ ଆପଣଙ୍କ ବ୍ରସରେ ଲାଗିଲା ତାକୁ ଆଣି ନିଜ ହାତରେ ଘଷି ଦେଖନ୍ତୁ।ଏହା ବହୁତ ଉନ୍ନତ ମାନର ବୋଲି ଜଣା ଯାଇଛି।ଏହା ଆପଣଙ୍କ ହାତ ବହୁତ ଧଳା କରିଦେବ। ସେମିତି ହି ପ୍ରଭାବ ଆପଣଙ୍କ ଦାନ୍ତ ଉପରେ ପଡିବ।

୨:- ଟୁଥ ପେଷ୍ଟର ଲାଭକାରୀ ପ୍ରୟୋଗ:- ଆମେ ଟୁଥପେଷ୍ଟ ତ ସବୁଦିନ ପ୍ରୟୋଗ କରିଥାଉ ମାତ୍ର କଣ ଆମେ ତାକୁ ଅଧିକ ପ୍ରଭାବଶାଳୀ କରିପାରିବୁ? ଏହାର ଉତ୍ତର ହେଉଛି କି ହଁ, ଆମେ ତାକୁ ଅଧିକ ପ୍ରଭାବଶାଳୀ କରି ପାରିବୁ।କିଛି ପ୍ରଣାଳୀ ଯାହା ବହୁତ ସହାୟକ ହେବାରେ ସାହାଯ୍ୟ କରିବ। ଏହାପାଇଁ ଆପଣ ଏକ ପାତ୍ରରେ କିଛି ଟୁଥପେଷ୍ଟ ବାହାର କରନ୍ତୁ ଆଉ ସେଥିରେ ଅଧା ଚାମଚ ଲୁଣ ପକାନ୍ତୁ।ତା ପରେ ସେଥିରେ ଅଧା କପ ପାଣି ପକାନ୍ତୁ ଆଉ ତାକୁ ଭଲ ଭାବରେ ମିଶାନ୍ତୁ।ଯେଉଁ ମିଶ୍ରଣ ପ୍ରସ୍ତୁତ ହେଲା ତାକୁ ନିଜ ବ୍ରସରେ ଲଗାଇ ନିଜ ହାତରେ ଘସନ୍ତୁ ଆଉ ଧୋଇ ଦିଅନ୍ତୁ।ଧ୍ୟାନ ରଖିବେ ଏହାକୁ ଧୀରେ ଧୀରେ ଆରମ୍ଭ କରିବେ।ଏହା ଆପଣଙ୍କ ହାତ ଉପରେ ହେମିଟି ପ୍ରଭାବ ପକାଇଲା ତାହା ଆପଣଙ୍କ ଦାନ୍ତ ଉପରେ ବି ସେମିତି ହି ପ୍ରଭାବ ପକାଇବ। ତେବେ ଏହା ଥିଲା ସେହି ବିଷୟ।

Leave a Reply

Your email address will not be published. Required fields are marked *