October 26, 2024

Odia Express

Leading Odia News Portal of Odisha

ଭାରତୀୟ କ୍ରିକେଟ୍ ଟିମ୍ ର ମ୍ୟାଚ୍ ୱିନର୍ ବୋଲର୍ ୟଜୁବେନ୍ଦ୍ର ଚେହେଲ୍ ହୋଇସାରିଛନ୍ତି ଏତେ କୋଟି ଟଙ୍କାର ସଂମ୍ପତ୍ତିର ମାଲିକ, ଦେଖନ୍ତୁ ତାଙ୍କର ଘର ପରିବାରର ଫଟୋ

ଇଣ୍ତିଆନ୍ କ୍ରିକେଟ୍ ଟିମ୍ ର୍ ମ୍ୟାଚ୍ ୱିନର ବୋଲର୍ କୁହାଯାଉଥିବା ୟଜୁବେନ୍ଦ୍ର ଚେହେଲ୍ ଆଜିର ସମୟରେ ଆମ ଭାରତୀୟ କ୍ରିକେଟ୍ ଟିମ୍ ର ସବୁଠାରୁ ସଫଳ ବୋଲର୍ ଲିଷ୍ଟରେ ଆସିସାରିଛନ୍ତି, ତାଙ୍କର ଖତରନାକ୍ ବୋଲିଙ୍ଗ୍ ଆଗରେ ବ୍ୟାଟ୍ସମ୍ୟାନ୍ ଡରନ୍ତି, ଓ ୟଜୁବେନ୍ଦ୍ର ଚେହେଲ୍ ଆଜି ଯେଉଁ ସଫଳତା ହାସିଲ୍ କରିଛନ୍ତି ସେଥିପାଇଁ ସେ ନିଜ ଜୀବନରେ ବହୁତ ସଂଘର୍ଷ କରିଥିଲେ , ଓ ନିଜ କଡା ପରିଶ୍ରମ ଓ ପ୍ରତିଭା ଦମରେ ହିଁ ଆଜି ୟଜୁବେନ୍ଦ୍ର ଚେହେଲ୍ ଅନ୍ତରାଷ୍ଟ୍ରିୟ କ୍ରିକେଟ୍ ଟିମ୍ ର ଏକ ଅଂଶ ହୋଇସାରିଛନ୍ତି, ଓ ୟଜୁବେନ୍ଦ୍ର ଚେହେଲ୍ ଏହି ଦିନରେ ଅନ୍ତରାଷ୍ଟ୍ରିୟ କ୍ରିକେଟ୍ ମ୍ୟାଚରେ ଶାନଦାର୍ ପ୍ରଦର୍ଶନ କରୁଛନ୍ତି, ଓ ଭାରତୀୟ କ୍ରିକେଟ୍ ଟିମ୍ ର ଏକ ଭଲ ଜଣାଶୁଣା ବୋଲର୍ ହୋଇସାରିଛନ୍ତି,

କହିଦେବୁ କି ୟଜୁବେନ୍ଦ୍ର ଚେହେଲ୍ ନିଜ କ୍ୟାରିୟର ଆରମ୍ଭ ଦିନରୁ ନିଜ ଶାନଦାର୍ ବୋଲିଙ୍ଗ୍ ଜାଦୁ ଦେଖାଇଥିଲେ , ଓ ୟଜୁବେନ୍ଦ୍ର ଚେହେଲ୍ ଙ୍କ ଦ୍ୱାରା କରାଯାଇଥିବା ବୋଲିଙ୍ଗ୍ କାରଣରୁ ଇଣ୍ତିଆନ୍ କ୍ରିକେଟ୍ ଟିମ୍ ଜିତ୍ ହାସିଲ୍ କରିଥିଲା, ୟଜୁବେନ୍ଦ୍ର ଚେହେଲଙ୍କ ବୟସ ୩୦ ବର୍ଷ ଅଟେ, ଓ ସେ ଜଣେ ଶାନଦାର୍ ବୋଲର୍ ହେବା ସହ ଶାନଦାର୍ ଫିଲଡିଙ୍ଗ୍ ବି କରନ୍ତି, ଓ ନିଜ ଦିମାଗକୁ ବଢିଆ ଢଙ୍ଗରେ ବ୍ୟବହାର କରନ୍ତି, ଓ ଏହା ବି କୁହାଯାଏ କି ୟଜୁବେନ୍ଦ୍ର ଚେହେଲ୍ ତାଙ୍କ ବୋଲିଙ୍ଗ୍ ରେ ଛକା ଖାଇବାକୁ ଭୟ କରନ୍ତି ନାହିଁ ।

କହିଦେବୁ କି ୟଜୁବେନ୍ଦ୍ର ଚେହେଲ୍ ଆଜିକା ସମୟରେ ଇଣ୍ତିଆନ୍ ଟିମ୍ ର ସବୁଠାର୍ ମହଙ୍ଗା ଖେଳାଳୀ ରୁପରେ ଜଣାଯାଆନ୍ତି, ଓ କଥା ହେବା ୟଜୁବେନ୍ଦ୍ର ଚହଲ୍ ଙ୍କ ସମୁଦାୟ ସଂମ୍ପତ୍ତି ବିଷୟର୍ ତେବେ ମିଡିଆ ରିପୋର୍ଟ ଅନୁସାରେ ୨୦୨୧ ରେ କ୍ରିକେଟିୟର୍ ୟଜୁବେନ୍ଦ୍ର ଚେହେଲ୍ ଙ୍କ ସମୁଦାୟ ସଂମ୍ପତ୍ତି ୪ ମିଲିୟନ୍ ମାନେ ୩୦ କୋଟି ଜଣାଯାଇଥିଲା । କଥା ହେବା ଚେହେଲଙ୍କ ଆୟର ମୁଖ୍ୟ ସ୍ରୋତ ହିସାବରେ ତେବେ ସବୁଠାରୁ ଅଧିକା ଆୟ ବିସିସିଆଇ ଫିସ୍, ଆଇପିଏଲ୍ ଫିସ୍, ଓ ବ୍ରାଣ୍ତ ପ୍ରମୋଶନ୍ ହୋଇଥାଏ, ଓ କଥା ହେବା ବାର୍ଷିକ କମାଇର ତେବେ ସେ ପ୍ରତି ବର୍ଷ ୧୦-୧୨ କୋଟି ଟଙ୍କା ଇନକମ୍ କରନ୍ତି ।

ୟଜୁବେନ୍ଦ୍ର ଚେହେଲ୍ ଦିଲ୍ଲୀର ଏକ ବହୁତ ହିଁ ଆଲିଶାନ୍ ଓ ସୁନ୍ଦର ଘରେ ରହୁଛନ୍ତି, ଓ ଏହା ଛଡା ୟଜୁବେନ୍ଦ୍ର ଚେହେଲଙ୍କ ଗାଡିର ବହୁତ୍ ଅଧିକା ସଉକ ଅଛି, ଓ ଏହ୍ ବିଷୟରେ କହିବାକୁ ଗଲେ ଲାବ୍ରୋଗିନି ଓ ରୋଲ୍ସ ରୋୟାଲ୍ ପରି କାମ୍ ସାମିଲ୍ ଅଛି ।

କଥା ହେବା ୟଜୁବେନ୍ଦ୍ର ଚେହେଲଙ୍କ ପର୍ସନାଲ୍ ଲାଇଫ୍ ବିଷୟରେ ତେବେ ଗତ ୨୨ ଡିସେମ୍ବର ୨୦୨୦ ରେ ନିଜ ଗାର୍ଲଫ୍ରେଣ୍ତ ଧନଶ୍ରୀ ବର୍ମାଙ୍କ ସହ ସେ ବିବାହ କରିଥିଲେ,  ଓ ଏହି କପଲ୍ ବିବାହର ଫଟୋ ସୋସିଆଲ୍ ମିଡିଆରେ ବହୁତ ଚର୍ଚ୍ଚାରେ ଅଛି, ଓ ତାଙ୍କ ଫ୍ୟାନ୍ସ ଏହି ଯୋଡିକୁ ବହୁତ ପସନ୍ଦ କରୁଛନ୍ତି । ୟଜୁବେନ୍ଦ୍ର ଚେହେଲଙ୍କ୍ ସ୍ତ୍ରୀ ଧନଶ୍ରୀ ବର୍ମା ସୋସିଆଲ୍ ମିଡିଆରେ ବହୁତ ଅଧିକା ଆକ୍ଟିଭ୍ ରୁହନ୍ତି, ଓ ସେ ବହୁତଥର ନିଜ ସୁନ୍ଦରତା ଓ ଗ୍ଲାମରସ ଫଟୋ ସେୟାର୍ କରନ୍ତି, ଓ ଏହା ସହ ଧନଶ୍ରି ନିଜ ଡ୍ୟାନ୍ସ ଭିଡିଓକୁ ନେଇକରି ବହୁତ୍ ଅଧିକା ଚର୍ଚିତ ହୋଇଛନ୍ତି, ସେ ନିଜ ଡ୍ୟାନ୍ସ ଭିଡିଓ ଫ୍ୟାନ୍ସଙ୍କ ସହ ସେୟାର୍ କରନ୍ତି ।

କହିଦେବୁ କି ୟଜୁବେନ୍ଦ୍ର ଚେହେଲ୍ ଓ ଧନଶ୍ରୀ ବର୍ମା ଏକ ଭଲ ଲୋକପ୍ରିୟ କପଲ୍ ଅଟନ୍ତି, ଏମାନେ ତାଙ୍କର ସୁନ୍ଦର ଓ ରୋମାଣ୍ଟିକ୍ ଫଟୋଗୁଡିକ ଫ୍ୟାନ୍ସଙ୍କସହ ସେୟାର୍ କରନ୍ତି, ଯଦି କଥା ହେବା ୱାର୍କଫ୍ରଣ୍ତ ବିଷୟରେ ସେ ଏବେ ଇଣ୍ତିଆନ୍ କ୍ରିକେଟ୍ ଟିମ୍ ସହ ଶ୍ରୀଲଙ୍କା ବିପକ୍ଷରେ ସୀମିତ୍ ଓଭର ସିରିଜ୍ ପାଇଁ କଲମ୍ବୋ ଯାଇଛନ୍ତି, ଯାହାର ଆରମ୍ଭ ୧୮ ଜୁଲାଇକୁ ହେବାର ଅଛି ।

Leave a Reply

Your email address will not be published. Required fields are marked *