October 16, 2024

Odia Express

Leading Odia News Portal of Odisha

ସଂମ୍ପର୍କର ମାମଲାରେ ବହୁତ କଚ୍ଚା ପ୍ରମାଣିତ ହେଲେ ଅମିର୍ ଖାନ୍, ଭାଇରୁ ନେଇକରି ସ୍ତ୍ରୀ ପର୍ଯ୍ୟନ୍ତ ରଖିଲେ ମତଭେଦ, ଡିପ୍ରେସନରେ ଝିଅ ଇରା

ଅଭିନେତା ଅମିର୍ ଖାନ୍ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି । ଏମିତି କୁହାଯାଉଛି କି ଅଭିନେତାଙ୍କ ପାଇଁ ସଂମ୍ପର୍କର କିଛି ଗୁରୁତ୍ୱ ରହେ ନାହିଁ, ନା ସଂମ୍ପର୍କ କିଛି ମାଇନା ରଖେ, ତାଙ୍କ ଦୁହେଁ ସ୍ତ୍ରୀ, ଝିଅ, ଭାଇ ସମସ୍ତେ ଏହାର ପରିଣାମ ଭୋଗୁଛନ୍ତି, ସ୍ତ୍ରୀ ଅଲଗା ହୋଇଗଲେ, ଭାଇ ସହ ମାଡପିଟ୍ କରି ଅଲଗା ବିବାଦରେ ଯୋଡି ହୋଇଗଲେ, ଝିଅ ଇରା ଖାନ୍ ଏବେ ଡିପ୍ରେସନରେ ରହୁଛନ୍ତି, ଅମିର୍ ଖାନ୍ ନିଜ ସ୍ତ୍ରୀଙ୍କୁ ଓ ଭାଇ ପର୍ଯ୍ୟନ୍ତ କାହାର ହେଲେ ନାହିଁ, ଅମିର୍ ଙ୍କ ଭାଇ ଫଜଲ ଖାନ୍ ଅମିର୍ ଙ୍କ ଘଟିଆ ବ୍ୟବହାର ଯୋଗୁଁ ଦୁରେଇ ଯାଈଛନ୍ତି ।

ଅମୀରଙ୍କ ସହ ଫିଲ୍ମ ମେଲାରେ ଫୈଜଲ୍ ବି ଥିଲେ କିନ୍ତୁ ତାଙ୍କ ଲାଇଫ୍ ମେଲା ଅମୀରଙ୍କ ଯୋଗୁଁ ନେଇ ଖରାପ ହୋଇଗଲା, ଅମୀରଙ୍କ ହରକତ୍ ଓ ଭୁଲ୍ କଥାବାର୍ତ୍ତାରୁ ସେ ଘର ଛାଡିଯିବାକୁ ହେଲା, କିନ୍ତୁ କିଛି ଦିନ ପରେ ଫେଜଲ୍ ଫେରିଆସିଲେ, ଫେରିଆସିବାପରେ ସେ ନିଜ ଭାଇ ଉପରେ ଗଂମ୍ଭିର ଆରୋପ ଲଗାଇଲେ , ଯାହାଦ୍ୱାରା ଅମୀରଙ୍କ ଏହି ହରକତ୍ ସମସ୍ତଙ୍କ ସାମ୍ନାକୁ ଆସିଲା ।

ଫେଜଲ୍ କହିଲେ କି ଅମିର୍ ତାଙ୍କୁ ଘରେ କଏଦ୍ କରି ରଖୁଥିଲେ, ତାଙ୍କୁ ମାନସିକ ରୁପରେ ରୋଗୀ କହିକରି ମେଡିସିନ୍ ନେବାପାଇଁ ବାଧ୍ୟ କରୁଥିଲେ, ଫେଜଲ୍ ଅମୀର୍ ଖାନ୍ ଙ୍କ ଉପରେ ପ୍ରୋପଟି କବଜା କରିବାର ଆରୋପ ଲଗାଇଥିଲେ, ଅମୀର୍ ନିଜ ଭାଇର ବି ହୋଇପାରିନଥିଲେ, ପରିଶେଷରେ ଫେଜଲଙ୍କୁ କହିବାକୁ ପଡିଲା ସେ ଅମୀରଙ୍କ ଠାରୁ କିଛି ସହାୟତ୍ ପାଇଲେ ନାହିଁ , ସେ ଫେଜଲଙ୍କ ସ୍କ୍ରିପ୍ଟ ପଢିବାକୁ ମନା କରିଦେଲେ ।

ସେମିତି ଅମୀର୍ ଙ୍କ ଝିଅ ଇରା ଏବେ ଡିପ୍ରେସନରେ ଅଛନ୍ତି, ଇରା ନିଜେ କହିଲେ କି ସେ ଚାରି ବର୍ଷରୁ କ୍ଲିନିକାଲି ଡିପ୍ରେସନରେ ପୀଡିତ ଅଛନ୍ତି, ସେ ଏହି ସମୟରେ ନିଜ ଝିଅଙ୍କ ଧ୍ୟାନ ରଖିବାପରିବର୍ତ୍ତେ ନିଜ ଫାଇଦାର ଜୀନିଷ ଦେଖୁଛନ୍ତି, ଏମିତି ଫାଇଦା ଦେଖିକରି ତାଙ୍କ ସଂମ୍ପର୍କ ଖରାପ୍ କରିଦେଲା, ଅମିର୍ ଙ୍କ ଘଟିଆ ଭାବନା ଶିକାର ତାଙ୍କ ସ୍ତ୍ରୀ ରୀନା ଦତ୍ତା ବି ହୋଇଥିଲେ, ଓ ତାପରେ କିରନ୍ ରାଓ ହୋଇଗଲେ, ଦୁହେଁଙ୍କୁ ଶେଷରେ ଛାଡପତ୍ର ଦେବାକୁ ପଡିଲା ।

ଆପଣଙ୍କୁ କହିଦେବୁ କି ଅମୀର୍ ରିନାଙ୍କୁ ବିବାହ ସେହି ସମୟରେ କରିଥିଲେ ଯେବେ ସେ ଫିଲ୍ମରେ ଆସିନଥିଲେ, ଏଥିପାଇଁ ବହୁତ ସମୟ ପର୍ଯ୍ୟନ୍ତ ଅମିର୍ ନିଜ ବିବାହକୁ ଲୁଚାଇଥିଲେ, ପରେ ପ୍ରୀତି ଜିଣ୍ଟ୍ ଓ ଅନ୍ୟ ଅଭିନେତ୍ରୀଙ୍କ ସହ ଅମିର୍ ଙ୍କ ସଂମ୍ପର୍କ ବଢିବାରେ ଲାଗିଲା, ଧୋକାବାଜୀରୁ ଚିନ୍ତିତ ହୋଇକରି ଶେଷରେ ରୀନା ଦତ୍ତା ଅଲଗା ହେବା ଠିକ୍ ଭାବିଲେ ।

କିରନ୍ ରାଓଙ୍କ ଠାରୁ ଛାଡପତ୍ର ନେବାପରେ ଅମୀର୍ ଏକ ଭିଡିଓ ସେୟାର୍ କରି ସାଥିରେ ରହିବାର କଥା କହିଛନ୍ତି, ସୁଚନା ଅନୁସାରେ ଏହି ବୟାନ ଅମୀରଙ୍କ ସେହି ଘଟିଆ ଭାବନାକୁ ଦର୍ଶାଇଥାଏ, ଯେଉଁଥିରେ ସେ ପୀଡିତ ଅଛନ୍ତି ,କହିଦେବୁକି ଅମୀର୍ ଓ କିରନ୍ ବହୁତ୍ ପ୍ରୋଜେକ୍ଟରେ ଏବେ ବ୍ୟବସାୟିକ ହିତରେ ଗୋଟେ ଅଛନ୍ତି, ଅମୀର୍ କେଉଁପରି ବି ଏହା ଉପରେ କୌଣସି କ୍ଷତି ସହିବାକୁ ଚାହୁଁନାହାନ୍ତି, ଏହା ଏକ ନାଁ ଯାହାକି କଳାକାରଙ୍କ ଜୀବନରେ ସତ୍ୟତା ଅଟେ, ଯାହା ବହୁତ ଘଟିଆ ଭାବନାକୁ କହିଥାଏ ।

Leave a Reply

Your email address will not be published. Required fields are marked *