July 14, 2024

Odia Express

Here, There and Everywhere

4 ଏପ୍ରିଲ ୨୦୨୩ ମଙ୍ଗଳବାର,ଆଜିର ରାଶିଫଳ,କେମିତି ଆଜି ଆପଣଙ୍କ ଦିନ ରହିବ,ଆଜି ଏମାନଙ୍କ ପାଇଁ ଖୁସି ଖବର ରହିଛି…

1 min read

ମେଷ ରାଶି:- ଛାତ୍ର ଛାତ୍ରୀ ମାନଙ୍କୁ ନୂତନ ଜ୍ଞାନ ହାସଲ କରିବାର ଅବସର ପ୍ରାପ୍ତ ହେବ। ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ବହୁତ ସୃଜନଶୀଳ ପରିବର୍ତ୍ତନ କରିବାର ସୁଯୋଗ ମିଳିବ। କାର୍ଯ୍ୟ କ୍ଷେତ୍ରରେ ବିବିଧତା ଆସିବ। ପାରିବାରିକ କ୍ଷେତ୍ରରେ ମାତାଙ୍କ ସହଯୋଗ ପ୍ରାପ୍ତ ହେବ।

ବୃଷ ରାଶି:- ସମସ୍ତ ପ୍ରକାରର ନିବେଶ କିମ୍ବା କାରବାରରେ ସମସ୍ତ ପ୍ରକାରର ସତର୍କ ରହିବାର ଆବଶ୍ୟକତା ରହିଛି। ଆପଣଙ୍କ ବାଣୀର କଠୋରତା ଆପଣଙ୍କ ଛବିକୁ ଖରାପ କରିପାରେ। ଭାଇ ଭଉଣୀଙ୍କ ସହଯୋଗ ଲାଗି ରହିବ। ପାରିବାରିକ ପରିବେଶ ସାମାନ୍ୟ ଚାପଗ୍ରସ୍ତ ହୋଇପାରେ।

ମିଥୁନ ରାଶି:- ସହପାଠୀମାନଙ୍କ ଠାରୁ ସହାୟତା ପାଇବେ।ସନ୍ତାନ ସହିତ ଜଡ଼ିତ ଚିନ୍ତା ବଢ଼ିପାରେ। ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଆପଣଙ୍କ ପ୍ରୟାସ ସାର୍ଥକ ହେବ ଆପଣଙ୍କ ପ୍ରଭାବ କ୍ଷେତ୍ରର ବିସ୍ତାର ହେବ। ମାନସିକ ଚାପ ଆପଣଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ କ୍ଷତି କରିପାରେ।

କର୍କଟ ରାଶି:- ବ୍ୟବସାୟ କ୍ଷେତ୍ରରେ ନିଜକୁ ସଠିକ ଭାବରେ ପ୍ରକାଶ କରିବେ। ଆପଣଙ୍କ ମାନସମ୍ମାନ ବୃଦ୍ଧି ପାଇବ। ପାରିବାରିକ ଜୀବନରେ ଭାଇ ଭଉଣୀଙ୍କ ପାଖରୁ ସ୍ନେହ ପାଇବେ ପାରିବାରିକ ସମ୍ପତିରୁ ଲାଭ ପାଇବେ। ପାରିବାରିକ ଜୀବନରେ ସୁଖ ଓ ସମୃଦ୍ଧି ଆସିବ।

ସିଂହ ରାଶି:- ଆଜି ଆପଣ ବ୍ୟକ୍ତିତ୍ଵରେ ଏକ ନୂଆ ଚମକ ଆସିବ।ଉଚ୍ଚ ଅଧିକାରୀଙ୍କ ସହିତ ସମ୍ପର୍କ ଦୃଢ଼ ହେବ। ପିତାଙ୍କ ଆଶୀର୍ବାଦରୁ ଆପଣ ଲାଭବାନ ହେବେ। ପରିବାରରେ ହସ ଖୁସିର ବାତାବରଣ ଲାଗି ରହିବ। କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ପ୍ରେମ ସମ୍ପର୍କ ପାଇଁ ସମୟ ବାହାର କରିବେ।

କନ୍ୟା ରାଶି:- ନୂତନ ପରିବେଶ ଅନୁସାରେ ଆପଣଙ୍କ କାର୍ଯ୍ୟଶୈଳୀରେ ପରିବର୍ତ୍ତନ କରିବା ପାଇଁ ସମୟ ଉତ୍ତମ ରହିଛି।ଆପଣଙ୍କ ସାମାଜିକ ପ୍ରତିଷ୍ଠା ପ୍ରତି ଧ୍ୟାନ ଦିଅନ୍ତୁ। ଭାଇ ଓ ଭଉଣୀଙ୍କ ସହଯୋଗରୁ ଆପଣ ସମସ୍ତ ସମସ୍ୟାରୁ ମୁକ୍ତି ପାଇବେ।

ତୁଳା ରାଶି:- ବ୍ୟବସାୟ ସମ୍ପର୍କିତ ଯୋଜନା ପାଇଁ ବିଶେଷଜ୍ଞଙ୍କ ପରିବେଶ ସହାୟକ ହେବ। ଜୀବନ ସାଥିଙ୍କ ପକ୍ଷରୁ ସହଯୋଗ ପ୍ରାପ୍ତ ହେବ। ଆପଣଙ୍କ ବଡ଼ ଭାଇଙ୍କ ସହଯୋଗ ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ଚାଲିଥିବା ସମସ୍ୟାର ସହଯୋଗ କରିବ।

ବିଛା ରାଶି:- ଛାତ୍ରଛାତ୍ରୀ ପ୍ରତିଯୋଗିତା ପରୀକ୍ଷାରେ ଉନ୍ନତ ହେବେ। ଶ୍ଵଶୁର ଘର ପକ୍ଷରୁ ପୂର୍ଣ୍ଣ ଭାବରେ ସମର୍ଥନ ପାଇବେ ଓ ସୁଖଦ ସମାଚାର ପାଇବେ।

ଧନୁ ରାଶି:- ବ୍ୟବସାୟୀକ ସମ୍ପର୍କରୁ ଲାଭବାନ ହେବେ।ପାରିବାରିକ ସମ୍ପତି ମିଳିବାର ମଧ୍ୟ ପୂର୍ଣ୍ଣ ସମ୍ଭାବନା ରହିଛି।

ମକର ରାଶି:- ପ୍ରତିକୂଳ ପରିସ୍ଥିତିରେ ନିଷ୍ପତି ନେବା ପାଇଁ ଆପଣଙ୍କ ଆତ୍ମବିଶ୍ବାସ ଓ ଦକ୍ଷତାର ବୃଦ୍ଧି ହେବ। ପାରିବାରିକ ଜୀବନ ସାମାନ୍ୟ ସଂଘର୍ଷପୂର୍ଣ୍ଣ ରହିବ।

କୁମ୍ଭ ରାଶି:- ବିଦ୍ୟାର୍ଥୀ ଛାତ୍ରଛାତ୍ରୀମାନଙ୍କୁ କିଛି ନୂଆ ଶିକ୍ଷା କରିବାର ଅବସର ମିଳିବ। ଜୀବନସାଥି ଆପଣଙ୍କ କାର୍ଯ୍ୟରେ ପୂର୍ଣ୍ଣ ସାହାଯ୍ୟ କରିବେ।

ମୀନ ରାଶି:- ରାଜନୈତିକ କ୍ଷେତ୍ରର ବ୍ୟକ୍ତିକୁ ବିଫଳତାର ସମ୍ମୁଖୀନ ହେବାକୁ ପଡିପାରେ। ନୂଆ ଲୋକଙ୍କ ସହିତ ସାକ୍ଷାତ କରିବେ ଓ ସଫଳତା ପାଇବେ।

ଆପଣଙ୍କର ଯେଉଁବି ରାଶି ହୁଅନ୍ତୁ, ମନେରଖନ୍ତୁ ସବୁବେଳେ ସତ କର୍ମ କରନ୍ତୁ, ନ୍ୟାୟରେ ରୁହନ୍ତୁ, ଭଗବାନଙ୍କ ନାମ ଜପ କରନ୍ତୁ, ଜୀବନରେ ସଫଳତା ପାଇବେ।

Leave a Reply

Your email address will not be published. Required fields are marked *