March 25, 2025

Odia Express

Leading Odia News Portal of Odisha

ବାଛନ୍ତୁ ଏକ ଚାନ୍ଦ ଏବଂ ଜାଣନ୍ତୁ ଆପଣଙ୍କ ଜୀଵନ ସାଥି କେମିତି ହେବ – ନିଶ୍ଚୟ ଜାଣିରଖନ୍ତୁ…

କୌଣସି ବ୍ୟକ୍ତି ପାଇଁ ତାର ବିଚାର ଏବଂ ସ୍ଵଭାଵ ଆଇନା ସମାନ ହୋଇଥାଏ। ତାକୁ କଣ ପସନ୍ଦ ଏବଂ କଣ ପସନ୍ଦ ନୁହେଁ ଏହା ଦ୍ୱାରା ତାର ସ୍ଵଭାଵ ବିଷୟରେ ଜାଣିହୁଏ। ଆଜି ଆମେ ଆପଣଂକୁ ଏଠାରେ ୫ଟି ଅଲଗା ଅଲଗା ଚାନ୍ଦ ଦେଖାଇବୁ। ଯାହା ମଧ୍ୟରେ ନିଜ ପସନ୍ଦର କୌଣସି ଗୋଟିଏ ଚାନ୍ଦକୁ ବାଛିବାର ଅଛି। ଏହି ଚାନ୍ଦ ଆପଣଙ୍କ ଜୀବନ ସାଥି ସମ୍ବନ୍ଧରେ କରିବା ଏକ ବଡ଼ ଖୁଲାସା। ତେବେ ଚାଲନ୍ତୁ ଆରମ୍ଭ କରିବା।

ବାଛନ୍ତୁ ଏହି ୫ଟି ଚାନ୍ଦ ମଧ୍ୟରୁ ଗୋଟିଏ। – ଯଦି ଆପଣ ପ୍ରଥମ ଚାନ୍ଦ ବାଛିଛନ୍ତି ତେବେ ଆପଣଙ୍କ ଜୀବନ ସାଥି ବହୁତ ଯତ୍ନବାନ ହେବ। ଆପଣଙ୍କ ସାଥି ପାଖରେ ଏମିତି ହୃଦୟ ଅଛି ଯାହା କେବଳ ଆପଣଙ୍କ ପାଇଁ ବାଜିଉଠେ। ଆପଣଙ୍କ ଜୀବନସାଥି ଆପଣଂକୁ ଖୁସି କରିବା ପାଇଁ କେତେ ଥର କିଛି ସ୍ପେସିଆଲ ପ୍ଲାନ କରିଥାଏ ।

ଯଦି ଆପଣ ଦ୍ୱିତୀୟ ଚାନ୍ଦ ବାଛିଛନ୍ତି ତେବେ ଆପଣଙ୍କ ଜୀବନ ସାଥି ସ୍ୱଭାବରେ ଭାବୁକ ଅଟନ୍ତି। ଏମାନେ ସମ୍ପର୍କ ତୁଲେଇବାରେ ବହୁତ ପାରଙ୍ଗମ ଅଟନ୍ତି। ଆପଣଙ୍କ ଜୀବନସାଥୀ କାହା ସହ କିଛି କଥା ସେୟାର କରନ୍ତି ନାହିଁ ହେଲେ ଆପଣ ଜଣେ ଏମିତି ବ୍ୟକ୍ତି ଯାହା ସହିତ ଆପଣଙ୍କ ଜୀବନ ସାଥି ସବୁ କଥା ସେୟାର କରିଥାଏ।

ଯଦି ଆପଣ ୩ୟ ଚାନ୍ଦ ବାଛିଛନ୍ତି ତେବେ ସ୍ୱଭାବରେ ଆପଣଙ୍କ ଜୀବନସାଥି ଖୁସି ମିଯାଜର ଅଟନ୍ତି। ସେ ଆପଣଙ୍କ ସହ ଏକ ପ୍ରେମ ସହିତ ଜୀବନ ବଞ୍ଚିବାକୁ ଇଛା କରନ୍ତି। ସେ ଆପଣଂକୁ ସବୁ ଖୁସି ଦେବା ପାଇଁ ବହୁତ ଚେଷ୍ଟା କରିଥାନ୍ତି। ସବୁବେଳେ ଆଗକୁ ବଢ଼ିବା ପାଇଁ ଆପଣଂକୁ ନିଜ ସାଥି ପ୍ରେରିତ କରିଥାନ୍ତି। ଆପଣଙ୍କ ସହିତ ସବୁବେଳେ ସବୁ ପରିସ୍ଥିତିରେ ଏମାନେ ଛିଡା ହୋଇଥାନ୍ତି। ଆପଣଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ବହୁତ ଚେଷ୍ଟା କରିଥାନ୍ତି।

ତେବେ ଯେଉଁମାନେ ଚତୁର୍ଥ ଚାନ୍ଦ ବାଛିଛନ୍ତି ସେମାନଙ୍କ ଜୀବନ ସାଥି ସମସ୍ତଙ୍କର ସାହାଯ୍ୟ କରୁଥିବା ବ୍ୟକ୍ତି ଅଟନ୍ତି। ସେ ସ୍ୱଭାବରେ ସେଂସିଟିଭ ମଧ୍ୟ ଅଟନ୍ତି। କେତେ ଥର ଛୋଟ ଛୋଟ କଥାକୁ ମଧ୍ୟ ନିଜ ହୃଦୟରେ ଲଗାଇଦେଇଥାନ୍ତି। ଭଲ ପାଇବାର ଭାବୁକ ହେବା ସହିତ ସେ ବହୁତ ପ୍ରୋଟେକ୍ଟିଭ ମଧ୍ୟ ଅଟନ୍ତି। ଆପଣଙ୍କ ଯତ୍ନ ନେବା ବହୁତ ଭଲ ଭାବରେ ଜାଣନ୍ତି।

ଯଦି ଆପଣ ପଞ୍ଚମ ଚାନ୍ଦ ବାଛିଛନ୍ତି ତେବେ ଆପଣଙ୍କ ଜୀବନ ସାଥି ଏକ ଶ୍ରେଷ୍ଠ ବ୍ୟକ୍ତି ଅଟେ ବୋଲି ଜଣାଯାଇଥାନ୍ତି। ଏମାନେ ବହୁତ ନରମ ହୃଦୟର ବ୍ୟକ୍ତି ଅଟନ୍ତି। ଏମାନେ ଅନ୍ୟକୁ ଦୁଃଖରେ ଦେଖି ପାରନ୍ତି ନାହିଁ। ଏମାନେ ଆପଣଙ୍କ ଆଗରେ ନିଜର ମନ କଥା ତଥା ଫିଲିଙ୍ଗସ କୁ ମଧ୍ୟ ସେୟାର କରିବା ଭଲ ଭାବେ ଜାଣନ୍ତି। ଆପଣଂକୁ ଖୁସିରେ ରଖିବା ପାଇଁ ବହୁତ ଚେଷ୍ଟା କରନ୍ତି।ଆପଣ ଆମକୁ ଏହି ଆର୍ଟିକିଲ କେମିତି ଲାଗିଲା ନିଶ୍ଚିତ ଭାବେ କମେଣ୍ଟରେ ଜଣାନ୍ତୁ ଏବଂ ଏହାକୁ ଅଧିକ ସେୟାର କରନ୍ତୁ।

Leave a Reply

Your email address will not be published. Required fields are marked *