ଆଜିର ମଜାଦାର ଜୋକ୍ସ – ଏକ ସୁନ୍ଦର ସ୍ୱାମୀ ସ୍ତ୍ରୀଙ୍କର କଳା ଛୁଆ ହେଲା , ସ୍ୱାମୀ ରାଗରେ ପଚାରିଲା , ତୁମେ ଗୋରୀ ମୁଁ ତ ଗୋରା ତା ସତ୍ତ୍ୱେ ବି ଛୁଆ ସ୍ତ୍ରୀ ଯାହା କହିଲେ ହସି ହସି ଗଡ଼ିଯିବେ…

ସମସ୍ତେ କହନ୍ତି କି ହସିବା ଜରୁରୀ ଅଟେ , କିନ୍ତୁ ସମୟ କେଉଁଠି ମିଳୁଛି , ସେମିତି ଆମେ ଟିକିଏ ହସିନେଇଥାଉ , କିନ୍ତୁ ଯେବେ କଥା ସବୁ ସାଥିରେ ବସି ହସିବାର ଆସେ ତେବେ ଏକେଲା ହସିବାର ମଜା କେଉଁଠି ଆସେ , ଏଥିପାଇଁ ଆଜି ଆମେ କିଛି ମଜାଳିଆ ଚୁଟକୁଲା ନେଇକରି ଆସିଛୁ , ଯାହା ଦ୍ୱାରା ଆପଣ ଖୋଲିକରି ହସିପାରିବେ ଓ ଅନ୍ୟଙ୍କୁ ହସିପାରିବେ , ତେବେ ଆପଣ ଆନନ୍ଦ ନିଅନ୍ତୁ ଏହି ମଜାଦାର୍ ଚୁଟକୁଲା ବିଷୟରେ ।
୧) ମୋତେ ବିରକ୍ତି ଲାଗିଲାଣି ସବୁଦିନ ଏମିତି କଳି ଲାଗିକି , ସ୍ୱାମୀ : ଏଇ ନିଅ ଚକୋଲେଟ୍ ଖାଇନିଅ , ସ୍ତ୍ରୀ : ରୋମାଣ୍ଟିକ୍ ଅନ୍ଦାଜରେ ମନାଉଛ ମୋତେ , ସ୍ୱାମୀ : ନାରେ ପାଗଳି , ମା କହନ୍ତି , ଭଲ କାମ କରିବା ପୂର୍ବରୁ ମିଠା ଖାଇବା ଉଚିତ୍ ।
୨) ପୁଅ : ଏହି ରେଳଗାଡି, ବସ ଓ ଝିଅ ଏକା ସମାନ ହୋଇଥାନ୍ତି , ଏକ ଜାତିର ହୋଇଥାନ୍ତି , ଜଣେ ଗଲେ ଆଉ ଜଣେ ଆସନ୍ତି ।
ଝିଅ : ହଁ ଆଉ ଏହି ଟ୍ୟାକ୍ସି, ରିକ୍ସା,ଓ ପୁଅ ଏକାପରି ହୋଇଥାନ୍ତି , ପୁଅ : କେମିତି ? ଝିଅ : ଗୋଟେ ଡକାଇଲେ ଚାରିଜଣ ଚାଲି ଆସନ୍ତି ।
୨) ସର୍ଦାର୍ : ପୋଲିସ୍ ଷ୍ଟେସନ ଯାଇକରି କହିଲା – ମୋତେ ଫୋନରେ ଜୀବନରେ ମାରିଦେବାକୁ ଧମକି ଆସୁଛି ।
ପୋଲିସ୍ ବାଲା : କିଏ ଦେଉଛି ? ସର୍ଦାର୍ : ବିଏସ୍ ଏନ୍ ଏଲ୍ ବାଲା , କହୁଛନ୍ତି , ବିଲ୍ ନଦେଲେ କାଟିଦେବେ ।
୩) ଗୋଟେ ପାଗଳ ପେପରକୁ ବାରମ୍ବାର ଚୁମା ଦେଉଥିଲା, ଦ୍ୱିତୀୟ ପାଗଳ: ଏହା କଣ : ପ୍ରଥମ ଲଭ ଲେଟର ଅଟେ, ଦ୍ୱିତୀୟ : କିନ୍ତୁ ଏହା ତ ଖାଲି ଅଟେ। ପ୍ରଥମ ଆଜି କାଲି କଥା କହିବା ବନ୍ଦ୍ ଅଛି ।
୪) ହୃଦୟ କହିଲା କି ବନ୍ଧୁମାନଙ୍କୁ ମେସେଜ୍ କରିବି , ମୋବାଇଲ୍ ଉଠାଇଲି , ତାପରେ ଭାବିଲି ଥାଉ ଦିଲ୍ ତୋ ପାଗଲ୍ ହେ , ତାପରେ ଆଉଥରେ ଭାବିଲି କି କଣ ହେଲା , ବନ୍ଧୁ ମାନେ ସେମିତି ବି କେଉଁ ନର୍ମାଲ୍ ଅଟେ ।
୫) ମମ୍ମୀ : ଶୋଇଯାଅ ନହେଲେ ଗବ୍ବର ଆସିଯିବ , ପୁଅ : ପ୍ରଥମେ ୧୦୦ ଟଙ୍କା ଦିଅ , ମାମା : କଣ ପାଇଁ , ପୁଅ : ନହେଲେ ବାପାଙ୍କୁ କହିଦେବି କି ସବୁଦିନ ରାତିରେ ଏଠାରେ ଗବର୍ ଆସୁଛି ବୋଲି ।
୬) ବ୍ୟକ୍ତି : ଭଗବାନ ଯେବେ ମୁଁ ମରିବାର ଆସିବି ତେବେ ମୋତେ ପାଞ୍ଚ୍ ମିନିଟ୍ ଦେବ , ଭଗବାନ କଣ ପାଇଁ ବ୍ୟକ୍ତି : ମୋବାଇଲ୍ ଫର୍ମାଟ୍ କରିବାପାଇଁ , ନହେଲେ ମରିବାପରେ ଲାଗିଯିବ ଇଜ୍ଜତର ୱାଟ୍ ।
୭)କର୍ମଚାରୀ : ସାର୍ ଆପଣ ଅଫିସ୍ ରେ ବିବାହିତ ଲୋକଙ୍କୁ କଣ ପାଇଁ ରଖୁଛ ? ସାହେବ : କାରଣ ବେଇଜ୍ଜତ ସହିବାର ଅଭ୍ୟାସ ହୋଇଥାଏ । ଓ ଘରକୁ ଯିବାର ଜଲଦି ହୋଇନଥାଏ ।
୮) ଇତିହାସ ସାକ୍ଷୀ ଅଛି , କି ଆଲାରାମ୍ ବନ୍ଧ କରିବା ପରେ ଯେତେ ମସ୍ତ ନିଦ ଆସେ , ସେତେ ପୁରା ରାତି ଆସେ ନାହିଁ ।
୯) ଶିକ୍ଷକ : ସେମିଷ୍ଟାର୍ ସିଷ୍ଟମ୍ କଣ ଫାଇଦା ଅଛି , କୁହ ? ଛାତ୍ର : ଫାଇଦା ତ ଜଣାନାହିଁ , ବେଇଜ୍ଜତ ବର୍ଷକୁ ଦୁଇଥର ହୋଇଯାଏ ।
୧୦) ପୁଅ କହିଲା ଆଇ ଲଭ୍ ୟୁ ତାପରେ ଝିଅ କହିଲା ଆଇ ଲଭ୍ ୟୁ ଠୁ , ପୁଅ : ଗୋଟେ କିସ୍ ଦିଅ ନା , ଝିଅ ଲାଜେଇ କରି ଏବେ ଏହା କରିପାରିବି ନାହିଁ ବାହାଘର ପରେ କରିବି । ପୁଅ : ଠିକ୍ ଅଛି , ବାହାଘର ପରେ ମୋତେ ଫୋନ୍ କରିବ ।
୧୧) ସ୍ୱାମୀ : ସୁତୁଲି ବମ୍ କେଉଁଠି ଅଛି ? ସ୍ତ୍ରୀ : ଦିପାବଳୀ ଶେଷ ହୋଇଯାଇଛି , ଏବେ ସୁତୁଲି ବମ୍ କଣ ଦରକାର, ସ୍ୱାମୀ : ତୁମର ବାପଘରୁ ଆଣିଥିବା ରାଶିର ଲଡୁ ଫଟାଇବାର ଅଛି ,
୧୨) ସ୍ତ୍ରୀ ସ୍ୱାମୀର କାନ୍ଧରେ ହାତରଖି ବଡ ପ୍ରେମପୁର୍ବକ କହିଲା ସ୍ତ୍ରୀ : ଡାର୍ଲିଙ୍ଗ୍ :ତୁମେ ମୋର ସହ ଝିଅଙ୍କର ପାର୍ଟିରେ ଚାଲନା , ସ୍ୱାମୀ : ମୁଁ କଣ ଯିବି , ସେତ ଝିଅମାନଙ୍କର୍ ପାର୍ଟି ଅଟେ, ସ୍ତ୍ରୀ : ଆରେ ସବୁ ମହିଳାମାନେ ଗୋଟିଏ ମିଟିଙ୍ଗ୍ କରିଛନ୍ତି , ସ୍ୱାମୀ କଣ ସ୍ତ୍ରୀଙ୍କ ଘରରୁ ଗୋଟେ ଫାଲତୁ ଜିନିଷ ଆଣିବାର ଅଛି , ତୁମେ ଚାଲ ନା ,
୧୩) ଗୋଟେ ସୁନ୍ଦର ସ୍ୱାମୀ ସ୍ତ୍ରୀଙ୍କର କଳା ଛୁଆ ହେଲା, ସ୍ୱାମୀ : ରାଗରେ ପଚାରିଲା : ତୁମେ ଗୋରି ମୁଁ ଗୋରା ତେବେ ଏଇ କଳା ଛୁଆ କଣ ପାଇଁ ହେଲା ? ଚାଲାକ୍ ସ୍ତ୍ରି : ଜାନୁ ସେହି ସମୟରେ ଆପଣ ଗରମ ଥିଲେ, ଓ ମୁଁ ବି , ଏଥିପାଈଁ ଛୁଆ ଜଳିଗଲା ।
୧୪) ସ୍ତ୍ରୀ : ମୁଁ ଦୁନିଆଁର ସବୁଠାରୁ ସୁନ୍ଦର ମହିଳାଙ୍କୁ ଦେଖିଲା , ତା ଦେହରେ କପଡା ବହୁତ ଭଲ ଦେଖାଯାଉଥିଲା, ସ୍ୱାମୀ : ଠିକ୍ ଅଛି , ତାପରେ କଣ ମୁଁ ଆଇନା ଆଗରୁ ହଟିଗଲା ,