March 17, 2025

Odia Express

Leading Odia News Portal of Odisha

ଆଣ୍ଠୁ ଗଣ୍ଠି ଜନିତ ସମସ୍ୟାକୁ ସବୁ ଦିନ ପାଇଁ ଭଲ କରି ଦେବ ଏହି କେତେକ ଉପାୟ, ଉପାୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଆଜିକାଲି ଆମେ ଆମ ଆଖ ପାଖରେ ଏମିତି ବହୁତ ଲୋକଙ୍କୁ ଦେଖୁଚେ ଯେଉଁମାନେ ଅଳ୍ପ ବୟସର ହେଇ ମଧ୍ୟ ଆଣ୍ଠୁ ଗଣ୍ଠି ଭଳି ସମୟକୁ ଭୋଗ କରୁଛନ୍ତି।ଆଜିକାଲି ସବୁ ରାସାୟନିକ ଔଷଧର ପାର୍ଶ୍ଵପ୍ରତିକ୍ରିୟା ଦେଖା ଯାଉଥିବା ହେତୁ,ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସୁସ୍ଥ ଓ ଘୋଇ ଉପାୟ ଯାହାଦ୍ୱାରା ଆପଣଙ୍କର କୌଣସି ପାର୍ଶ୍ୱପ୍ରତିକ୍ରିୟା ହେବ ନାହିଁ ଆଉ ମଧ୍ୟ ଆପଣଙ୍କ ଆଣ୍ଠୁ ଗଣ୍ଠି ଦରଜ ବହୁତ ଶିଘ୍ର ଭଲ ହୋଇଯିବ।ଏହି ଆଣ୍ଠୁ ଦରଜ ହେବାର ମୁଖ୍ୟ କାରଣ କଣ ହୋଇଥାଏ ?

ଯେତେବେଳେ ଆମେ ମୋଟା ହେଇଥାଉ ସେ ସମୟରେ ଆମକୁ ଆଣ୍ଠୁ ରୋଗ ଅଧିକ ଦେଖାଯାଏ କାରଣ ଆମ ଶରୀରର ସମ୍ପୂର୍ଣ୍ଣ ଭାର ଆମ ଆଣ୍ଠୁ ଉପରେ ଆସିଥାଏ।ଯେଉଁ କାରଣରୁ ଗଣ୍ଠି ବିନ୍ଧା ଆରମ୍ଭ ହୋଇଥାଏ।ଆଣ୍ଠୁ ଗଣ୍ଠି ବିନ୍ଧା ହେବାର ସବୁଠାରୁ ବଡ଼ କାରଣ ହେଉଛି ଆମ ଆଣ୍ଠୁରୁ ଲୁବ୍ରି କେଣ୍ଟର ଶେଷ ହୋଇଯିବା।ଆଜି ଆମେ କଥା ହେବାକୁ ଗୋଟେ ଏମିତି ଉପାୟ ବନେଇବା ଯାହାଦ୍ୱାରା ଆମ ଆଣ୍ଠୁ ଗଣ୍ଠିରେ ସମସ୍ୟା ହେବ ନାହିଁ।ଏହା ସହିତ ଆମକୁ କେଉଁ କେଉଁ ଜିନିଷର।ଆଵଶ୍ୟକତା ଅଛି ସେ ବିଷୟରେ ନିଶ୍ଚିନ୍ତ ଜାଣନ୍ତୁ।ତା ପୂର୍ବରୁ ଆମେ ଆମ ଓଜନ ଉପରେ ନିୟନ୍ତ୍ରଣ ରଖିବେ ଓ କ୍ୟାଲସିୟମ ମାତ୍ରା ବେଶୀରେ ବେଶି ସେବନ କରନ୍ତୁ।

ଦ୍ୱିତୀୟ ଜିନିଷ ହେଉଛି ଆମେ ଆମ ପାଦରେ ଚାଲିବା ଅତ୍ୟନ୍ତ ଆଵଶ୍ୟକ ଅଟେ।ଆମେ ନିଜେ ପଦରେ ଚାଲିବା ଫାବାରେ ଆମ ଗଣ୍ଠି ଭଲ ହୋଇଥାଏ ଓ ଏହା ସହଜରେ କାର୍ଯ୍ୟ କରିଥାଏ।ଆଉ ଚାଲିବ କିମ୍ବା ଦୌଡ଼ିବା ଦ୍ରୁତ ବେଗରେ ଆରମ୍ଭ ନକରି ସବୁବେଳେ ଧୀରେ ଧୀରେ ଆରମ୍ଭ କରିବେ ଯାହାଫଳରେ ଆପଣଙ୍କ ଆଣ୍ଠୁର ସମସ୍ୟା ବହୁତ ଶିଘ୍ର ଭଲ ହୋଇଯିବ।ଏବେ ଆମେ ଜାଣିବା କେତେକ ଘରୋଇ ଉପାୟ ଯାହାଦ୍ୱାରା ଆପଣଙ୍କୁ ଆପଣଙ୍କ ଆଣ୍ଠୁ ସମସ୍ୟାକୁ ତୁରନ୍ତ ଦୁର କରି ପାରିବେ।

ଆସନ୍ତୁ ଜାଣିବା ପ୍ରଥମ ଜିନିଷ ଯାହା ଆମେ ତିଆରି କରିବାକୁ ଯାଉଛୁ ହଳଦୀ କ୍ଷୀର।ଏହା ଆମ ପାଇଁ ବହୁତ ଲାଭ ଦାୟୀ ହୋଇଥାଏ ଓ ଆମ ଶରୀରରେ ରୋଗପ୍ରତିରୋଧ ଶକ୍ତି ବଢ଼େଇ ବାରେ ସାହାଯ୍ୟ କରେ।ଏବେ ଆସନ୍ତୁ ଜାଣିବା ଏହାକୁ ପ୍ରସ୍ତୁତ କରିବାର ବିଦ୍ଧି ବିଷୟରେ ଆମକୁ ପ୍ରଥମେ ନେବାର ଅଛି ଗୋଟେ ପାତ୍ର ସେଥିରେ ଗୋଟେ ଗିଲାସ କ୍ଷୀର ନେବାର ଅଛି ତାପରେ ତାକୁ ସେ ପ୍ୟାନ ଭିତରେ ପକେଇବେ।ତାପରେ ଆମେ ସେ କ୍ଷୀର ଭିତରେ ଗୋଟେ ଛୋଟ ଚାମୁଚ ହଳଦୀ ଗୁଣ୍ଡ ଓ ଗୋଟେ ଛୋଟ ଚାମୁଚ ଅଦା ଗୁଣ୍ଡ ଓ ଗୋଲମରିଚ।ତ୍ବାପରେ ଏହା ଅଧା ହେଲା ପର୍ଯ୍ୟନ୍ତ ଫୁଟେଇବେ ଓ ତାପରେ ଏହାକୁ ଛାଣି ପିପାରିବେ।

ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ଘରୋଇ ଉପାଉ ଯାହାକୁ ପିବା ଦ୍ୱାରା ଆମ ଆଣ୍ଠୁ ଜନିତ ସମସ୍ୟା ଦୁର ହୋଇଥାଏ।ଆପଣ ସବୁଦିନ ଏହାକୁ ତିଆରି କରି ଖାଇ ସାରିବା ପରେ ପିଅନ୍ତୁ ଯାହାଫଳରେ ଆପଣଙ୍କ ଆଣ୍ଠୁ ଜନିତ ସମସ୍ୟା ବହୁତ ଶିଘ୍ର ଭଲ ହୋଇଯିବ।ଆମେ ଗୋଟେ ପାତ୍ରରେ ଗୋଟେ ଆଉ ଅଧା କପ ପାଣି ନେବେ।ତାପରେ ତାଭିତରେ ଗୋଟେ ଛୋଟ ଚାମୁଚ ମେଥି ପକେଇବା।ତାପରେ ଏହା ଗୋଟେ କପ ହେଲା ପର୍ଯ୍ୟନ୍ତ ପାଣିକୁ ଫୁଟେଇବେ।ଏବେ ଆସନ୍ତୁ ଛାଣିବା ଏଥିରେ ଆଉ କେଉଁ କେଉଁ ଜିନିଷ ମିସେଇ ଏହାକୁ ପିବା ଯୋଗ୍ୟ ବନେଇ ପାରିବେ।ଏଥିରେ ଗୋଟେ ଚାମୁଚ ଲେମ୍ବୁ ରସ ପକେଇବେ।ତାପରେ ଗୋଟେ ଛୋଟ ଚାମୁଚ ମହୁ ମିଶେଇବେ।

ତୃତୀୟ କଥା ହେଉଛି ଆଣ୍ଠୁ ମଝିରେ ତକିଆ ଲଗେଇ ଶୋଇବା।ଆମେ ଯେତେବେଳେ କଡ଼ ମାଡି ସୋଇଥାଏ ତାହେଲେ ସେ ଯେତେବେଳେ ପରସ୍ପର ଉପରେ ଆସିଥାନ୍ତି ତାହେଲେ ଏହା ଉପରେ ବହୁତ ଜୋର ପଡିଥାଏ ତେଣୁ ଏହା ମଝିରେ ତକିଆ ଲଗେଇ ଶୋଇବା ମାନେ ଆଣ୍ଠୁରେ ଥିବା ବିନ୍ଧା ବିନ୍ଧି ଦରଜରେ ବହୁତ ଆରାମ ମିଳିଥାଏ।ଏହି ସବୁ ଉପାୟ କରିବା ଦ୍ୱାରା ଆପଣଙ୍କ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟାରେ ବହୁତ ଆରାମ ମିଳିପାରେ।

Leave a Reply

Your email address will not be published. Required fields are marked *