May 19, 2025

Odia Express

Leading Odia News Portal of Odisha

ବୁଧବାର ଦିନ କରନ୍ତୁ ଗଣେଶଙ୍କ ଏହି ଛୋଟ ଉପାୟ,ଆପଣଙ୍କ ବିଗିଡି ଯାଇଥିବା ଭାଗ୍ୟ ପୁଣି ଥରେ ଚମକି ଉଠିବ…

ସାଙ୍ଗ ମାନେ ଆଜି ମୁ ଆପଣଙ୍କୁ କହିବି ଯେ ଆପଣ ବୁଧବାର ଦିନ କରନ୍ତୁ ଗଣେଶ ଙ୍କର ଏହି ଛୋଟ ଉପାୟ ଆପଣଂକ ବିଗିଡି ଯାଇଥିବା ଭାଗ୍ୟ ବି ବଦଳିଯିବ।ଗଣେଶ ଙ୍କୁ ବିଘ୍ନ ହର୍ତା କୁହାଯାଏ।ଭଗବାନ୍ ଗଣେଶ ଶୁଭ ଲାଭ ର ପ୍ରଦାତା ଅଟନ୍ତି।ସେ ଭକ୍ତ୍ତଙ୍କ ଦୁଃଖ,ରୋଗ,ଆଦି ସମସ୍ତ ସଙ୍କଟ ଦୂର କରିଥାନ୍ତି।ତାଙ୍କ ପୂଜା କରିବା ଦ୍ୱାରା ସମସ୍ତ ସଙ୍କଟ କ୍ଷଣ କରେ ହିଁ ଦୂର ହୋଇଯାଏ।ବ୍ୟକ୍ତିକୁ ସ୍ଵଭଗ୍ୟ ମଧ୍ୟ ପ୍ରାପ୍ତ ହୋଇଥାଏ।ଜ୍ୟୋତିଷରେ ମଧ୍ୟ ଏପରି ଉପାୟ କୁହାଯାଇଛି ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆପଣକଂ ଭାଗ୍ୟ ଖୋଲିଯାଏ।ବୁଧବାର କୁ ଗଣେଶ ଙ୍କ ବାର ଧରାଯାଏ।ଏହି ଦିନ ପ୍ରଭୁ ତାଙ୍କ ଲୀଳା ଦେଖାଇ ଥାଆନ୍ତି। ତ ଆସନ୍ତୁ ଜାଣିବା ଏମିତି କିଛି ଉପାୟ କୁ ଯାହା ଆପଣକଂ ଭାଗ୍ୟ ବଦଳେଇ ଦେବ।

ଆପଣ ବୁଧବାର ଦିନ ଗାଧୋଇ କରି ଗଣେଶ ଙ୍କ ମନ୍ଦିରରେ ୧୧ ନହେଲେ ୨୧ ଦୁବ ଗଛ ଗଣ୍ଠି ପ୍ରଦାନ କରନ୍ତୁ।ଏମିତି କରିବା ଦ୍ଵାରା ଆପଣକୁ ଜଲଦି ହିଁ ଶୁଭ ଫଳ ମିଳିବ।

ବୁଧବାର ଦିନ ଗାଈ କୁ ସବୁଜ ଘାସ ଖୁଆନ୍ତୁ।ଏପରି କରିବା ଦ୍ବାରା ଘରର ସମସ୍ତ କ୍ଳେଶ ଦୂର ହୋଇଥାଏ ଓ ଘରେ ସୁଖ ଶାନ୍ତି ତଥା ସମୃଦ୍ଧି ଆସିଥାଏ।ଘରେ ଧନ ର ଅଭାବ ହୁଏ ନାହିଁ।

ବୁଧବାର ଦିନ ଗଣେଶଙ୍କୁ ସିନ୍ଦୂର ଚଢ଼ାନ୍ତୁ।ତାଙ୍କୁ ସିନ୍ଦୂର ଚଢ଼ାଇବା ଦ୍ଵାରା ବ୍ୟକ୍ତିର ସବୁ ଚିନ୍ତା ଦୂର ହୋଇଥାଏ।ବ୍ୟକ୍ତିର ମାନସିକ ଅବସାଦ ଦୂର ହୋଇଥାଏ।ମନରେ ସର୍ବଦା ଏକ ସକାରାତ୍ମକ ଭାବନାର ଧାରା ସୃଷ୍ଟି ହୋଇଥାଏ।

ବୁଧବାର ଦିନ ପ୍ରଭୁ ଗଣେଶ ଙ୍କୁ ଲଡୁ ଭୋଗ କରିବା ଦ୍ୱାରା ତାଙ୍କ କୃପା ହୋଇଥାଏ। ଲଡୁ ଗଣେଶଙ୍କ ର ବହୁତ୍ ପ୍ରିୟ ଅଟେ।ଏହାକୁ ଭୋଗ ଲଗାଇବା ଦ୍ଵାରା ଆପଣକଂ ସବୁ ମନୋବାଞ୍ଛା ପୁରଣ ହୋଇଥାଏ।

ବୁଧବାର ଦିନ ଗଣେଶଙ୍କୁ ନିମ୍ନ ମନ୍ତ୍ର ଶୁଣାଇବା ସହିତ ସମି ପତ୍ର ଚଢ଼ାଇବେ।ଏହାଦ୍ବାରା ଗଣେଶ ସଙ୍ଗେ ସଙ୍ଗେ ପ୍ରସନ୍ନ ହୋଇଥାନ୍ତି।ଏହାଦ୍ବାରା ବ୍ୟକ୍ତିର ପ୍ରତିଭା ଓ ବୁଦ୍ଧି ମଧ୍ୟ ବଢ଼ିଥାଏ।

ତ୍ଵତି ପ୍ରୟାନି ସୁପୁଷ୍ପଣି କୋମଲାନି ସୁଭାନି ଚ।
ସମୀ ଦଳାନି ହୈରମ୍ଭ ଗୃହାନ ଗଣନାୟକ।

ଯଦି ଆପଣଙ୍କ ଘରେ ନକରାତ୍ମକ ଶକ୍ତି ବାସ କରୁଥାଏ ତ ଆପଣ ଶୁକ୍ଲ ପକ୍ଷରେ ଆପଣଙ୍କ ଘରେ ଗଣେଶ ଙ୍କ ସଫା ପ୍ରତିମା ସ୍ଥାପନ କରନ୍ତୁ।ଏହା ଦ୍ଵାରା ସବୁ ନକରାତ୍ମକ ଶକ୍ତି ଓ ଭୂତ,ପ୍ରେତ ମଧ୍ୟ ବାହାରି ଯାଇଥାନ୍ତି।

ବୁଧବାର ଦିନ କରନ୍ତୁ ଗଣେଶ ଏହି ଛୋଟ ଉପାୟ ଆପଣଙ୍କ ଖରାପ ଭାଗ୍ୟ ମଧ୍ୟ ଚମକି ଉଠିବ।ଆପଣ ଏହାକୁ ପ୍ରୟୋଗ କରିବା ସହିତ ଆପଣଙ୍କ ସମ୍ପର୍କୀୟ ମାନଂକୁ ମଧ୍ୟ ଏହା ବିଷୟରେ କହିବେ।

Leave a Reply

Your email address will not be published. Required fields are marked *